ରବୀନ୍ଦ୍ର ଜେନାଙ୍କୁ ପୁଣି ଆଶ୍ୱସ୍ତି, ହେଲେ ସର୍ତ୍ତ ରଖିଲେ ହାଇକୋର୍ଟ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) ବହୁଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ମିଳିଛି ଆଶ୍ୱସ୍ତି। ତାଙ୍କୁ ହାଇକୋର୍ଟରୁ ପୁଣି ଥରେ ମିଳିଛି ଆଗୁଆ ଜାମିନ। ତେବେ ଏହି  ଆଗୁଆ ଜାମିନ ମଞ୍ଜୁର କରିବା ବେଳେ ଏକ ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ମାମଲାର ତଦନ୍ତ କରୁଥିବା ଅଧିକାରୀ ତାଙ୍କୁ ଗିରଫ କଲେ ଜାମିନରେ ଛାଡ଼ିପାରିବେ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ପୂର୍ବରୁ ମଧ୍ୟ ରବୀନ୍ଦ୍ରଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଥିଲା।   ସିବିଆଇ ଏହି ମାମଲାରେ […]

naba

naba

Tapas Behera
  • Published: Tuesday, 29 January 2019
  • Updated: 29 January 2019, 06:11 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) ବହୁଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ମିଳିଛି ଆଶ୍ୱସ୍ତି। ତାଙ୍କୁ ହାଇକୋର୍ଟରୁ ପୁଣି ଥରେ ମିଳିଛି ଆଗୁଆ ଜାମିନ। ତେବେ ଏହି  ଆଗୁଆ ଜାମିନ ମଞ୍ଜୁର କରିବା ବେଳେ ଏକ ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ମାମଲାର ତଦନ୍ତ କରୁଥିବା ଅଧିକାରୀ ତାଙ୍କୁ ଗିରଫ କଲେ ଜାମିନରେ ଛାଡ଼ିପାରିବେ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ପୂର୍ବରୁ ମଧ୍ୟ ରବୀନ୍ଦ୍ରଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଥିଲା।
 
ସିବିଆଇ ଏହି ମାମଲାରେ ସାଂସଦ ଜେନାଙ୍କୁ ଦୁଇ ଥର ଜେରା କରି ସାରିଛି। ଏପରିକି ସିବିଆଇ ତାଙ୍କ ଦିଲ୍ଲୀ ଓ ବାଲେଶ୍ୱର ସ୍ଥିତ ଘରେ ଚଢ଼ଉ କରିଥିଲା। କେବଳ ସିବିଆଇ ନୁହେଁ, ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଏକ୍ସସାଇଜ୍ (ସିବିଇସି) ଜେନାଙ୍କ ଓଟି ରୋଡ୍ ସ୍ଥିତ ଅଫିସ୍‌ ଓ ଓମ୍ ପାଇପ୍ ଫ୍ୟାକ୍ଟ୍ରିରେ ଚଢ଼ାଉ କରିଥିଲା। 
 
ପୂର୍ବରୁ ମଧ୍ୟ ବାଲେଶ୍ୱରର ବିଜେଡି ସାଂସଦ ରବୀନ୍ଦ୍ର ଜେନା ସି'ଶୋର କମ୍ପାନୀ ଠାରୁ ୧୮କୋଟି ଟଙ୍କା ନେବା ଅଭିଯୋଗରେ ସିବିଆଇରେ ହାଜର ହୋଇଥିଲେ। ରବୀନ୍ଦ୍ର ଜେନାଙ୍କ କମ୍ପାନୀ ବାଲେଶ୍ୱର ଆଲୟେଜ୍ ସିସୋର ସଂସ୍ଥାଠାରୁ ୧୮କୋଟି ଟଙ୍କା ନେଇଥିବା ଚର୍ଚ୍ଚା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story