ପାଣି ପଞ୍ଚାୟତରେ ବ୍ୟାପକ ଆର୍ଥିକ ଅନିୟମିତତା ଅଭିଯୋଗ; ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ (ଓଡ଼ିଶା ରିପୋର୍ଟର): ପାଣି ପଞ୍ଚାୟତରେ ବ୍ୟାପକ ଆର୍ଥିକ ଅନିୟମିତତା ସଂପର୍କିତ ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଆଇନଜୀବୀ ବିନୟ ନୃସିଂହ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ଏହି ନୋଟିସ୍ ପଠାଇଛନ୍ତି। ୨୦୦୨ ମସିହାରେ ଜଳସେଚନର ସୁପରିଚାଳନା ପାଇଁ ‘ଓଡ଼ିଶା ପାଣି ପଞ୍ଚାୟତ ଆଇନ-୨୦୦୨’ ପ୍ରଣୟନ କରାଯାଇଥିଲା। ଏହି ଆଇନ୍ ଅନୁଯାୟୀ ରାଜ୍ୟବ୍ୟାପୀ ୩୦ ହଜାର ପାଣି ପଞ୍ଚାୟତ ଗଠନ କରାଯାଇଥିଲା। ତେବେ ପାଣି ପଞ୍ଚାୟତ କର୍ମକର୍ତ୍ତା ଚୟନ […]

odisha

odisha

Jitendra Garnayak
  • Published: Tuesday, 26 February 2019
  • Updated: 26 February 2019, 08:06 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ପାଣି ପଞ୍ଚାୟତରେ ବ୍ୟାପକ ଆର୍ଥିକ ଅନିୟମିତତା ସଂପର୍କିତ ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଆଇନଜୀବୀ ବିନୟ ନୃସିଂହ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ଏହି ନୋଟିସ୍ ପଠାଇଛନ୍ତି।

୨୦୦୨ ମସିହାରେ ଜଳସେଚନର ସୁପରିଚାଳନା ପାଇଁ ‘ଓଡ଼ିଶା ପାଣି ପଞ୍ଚାୟତ ଆଇନ-୨୦୦୨’ ପ୍ରଣୟନ କରାଯାଇଥିଲା। ଏହି ଆଇନ୍ ଅନୁଯାୟୀ ରାଜ୍ୟବ୍ୟାପୀ ୩୦ ହଜାର ପାଣି ପଞ୍ଚାୟତ ଗଠନ କରାଯାଇଥିଲା। ତେବେ ପାଣି ପଞ୍ଚାୟତ କର୍ମକର୍ତ୍ତା ଚୟନ ପାଇଁ ପ୍ରତି ୬ ବର୍ଷରେ ନିର୍ବାଚନ ହେବାର ନିୟମ ଥିବା ସତ୍ତ୍ୱେ ୨୦୦୮ ମସିହାରୁ ପ୍ରାୟ ୨୩ ହଜାର ପାଣି ପଞ୍ଚାୟତରେ ଆଉ ନିର୍ବାଚନ କରାଯାଇ ନ ଥିବା ଆବେଦନର ଦର୍ଶାଯାଇଛି।

ସେହିପରି ନିୟମ ଅନୁଯାୟୀ, ନିର୍ବାଚନ ପରେ ହିଁ ପାଣି ପଞ୍ଚାୟତ ଦ୍ୱାରା ସମସ୍ତ ଆର୍ଥିକ କାରବାର ପାଇଁ ବ୍ୟବସ୍ଥା ରହିଛି। ତେବେ ମାତ୍ର ୭ ହଜାର ପାଣି ପଞ୍ଚାୟତରେ ନିର୍ବାଚନ କରାଯାଇ ବାକି ୨୩ ହଜାର ପାଣି ପଞ୍ଚାୟତ ନାଁରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଥିବା ଆଇନଜୀବୀ ବିନୟ ନୃସିଂହ ମହାପାତ୍ର ଅଭିଯୋଗ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story