କୋର୍ଟଙ୍କ ବିନା ଅନୁମତିରେ ବ୍ରାହ୍ମଣବସ୍ତରେ ଭିସା ପାୱାର ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ହୋଇପାରିବନି

କଟକ: କଟକ ଜିଲ୍ଳା ଆଠଗଡ଼ ବ୍ରାହ୍ମଣବସ୍ତରେ ପ୍ରସ୍ତାବିତ ଭିସା ପାୱାର ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ କୋର୍ଟଙ୍କ ବିନା ଅନୁମତିରେ କରାଯାଇ ପାରିବ ନାହିଁ ବୋଲି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ମାମଲାରେ ପକ୍ଷଭୁକ୍ତ ଥିବା ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ସଚିବ, ରାଜ୍ୟ ଜଙ୍ଗଲ, ରାଜସ୍ୱ, ଶକ୍ତି ସଚିବ ଏବଂ ଭିସା ପାୱାର କମ୍ପାନୀ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଛନ୍ତି କୋର୍ଟ। ବ୍ରାହ୍ମଣବସ୍ତ […]

highcourt

highcourt

Rakesh Mallick
  • Published: Monday, 25 July 2016
  • Updated: 25 July 2016, 05:45 PM IST

Sports

Latest News

କଟକ: କଟକ ଜିଲ୍ଳା ଆଠଗଡ଼ ବ୍ରାହ୍ମଣବସ୍ତରେ ପ୍ରସ୍ତାବିତ ଭିସା ପାୱାର ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ କୋର୍ଟଙ୍କ ବିନା ଅନୁମତିରେ କରାଯାଇ ପାରିବ ନାହିଁ ବୋଲି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ମାମଲାରେ ପକ୍ଷଭୁକ୍ତ ଥିବା ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ସଚିବ, ରାଜ୍ୟ ଜଙ୍ଗଲ, ରାଜସ୍ୱ, ଶକ୍ତି ସଚିବ ଏବଂ ଭିସା ପାୱାର କମ୍ପାନୀ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଛନ୍ତି କୋର୍ଟ। ବ୍ରାହ୍ମଣବସ୍ତ ବନ ସୁରକ୍ଷା ସମିତିର ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ୧୭୩ ଏକର ଜମିରେ ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟ ଏହି ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି।

ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ୧୨୦ ଏକର ଜମି ଭିସା ପାୱାର ପ୍ଲାଣ୍ଟ ପାଇଁ ଅଧିଗୃହୀତ ହୋଇଥିବା ବେଳେ ଆଉ ୫୩ ଏକର ଜମି ଅଧିଗ୍ରହଣ ପାଇଁ ସ୍ଥାନୀୟ ତହସିଲଦାର ନୋଟିସ ଜାରି କରିଥିଲେ।

ମୁଖ୍ୟ ଶାସନ ସଚିବଙ୍କ ବୈଠକ ସତ୍ତ୍ୱେ ଜଙ୍ଗଲ ଜମିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯିବାକୁ ବିରୋଧ କରି ବ୍ରାହ୍ମଣବସ୍ତ ବନ ସୁରକ୍ଷା ସମିତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story