ହାଇକୋର୍ଟରେ ଏନ୍ଏଚ୍ଆଇର ସତ୍ୟପାଠ ଦାଖଲ: ନବକଳେବର ପୂର୍ବରୁ ବାଇପାସ୍ ନିର୍ମାଣ ସମ୍ଭବ ନୁହେଁ
ଭୁବନେଶ୍ୱର: ଭୁବନେଶ୍ୱର-ପୁରୀ ବାଇପାସ୍ ବାଇପାସ୍ ନିର୍ମାଣ ପ୍ରସଙ୍ଗରେ ଆଜି ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଆଇ) ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ଏନ୍ଏଚ୍ଆଇ ପକ୍ଷରୁ କୁହାଯାଇଛି ଯେ ନବକଳେବର ପୂର୍ବରୁ ବାଇପାସ ନିର୍ମାଣ କରିବା ସମ୍ଭବ ନୁହେଁ। ସେହିଭଳି ଓଜରବ୍ରିଜ୍ କାମ ବି ନବକଳେବର ପୂର୍ବରୁ ଶେଷ ହୋଇପାରିବ ନାହିଁ। ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ପରେ ଏ ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଛନ୍ତି।