ସାଲେପୁରରୁ ଯୁବତୀକୁ ଉଠାଇ ନେଲେ ହିମାଚଳ ପୁଲିସ୍‌

ସାଲେପୁର (ମନୋଜ ଆଚାର୍ଯ୍ୟ): ସାଲେପୁରରୁ ଜଣେ ଯୁବତୀକୁ ଉଠାଇ ନେଲା ହିମାଚଳପ୍ରଦେଶ ପୁଲିସ୍‌। ତାଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ। ସେ କୁଆଡ଼େ ହିମାଚଳପ୍ରଦେଶର ସାଇବର ଠକଙ୍କୁ ଠକାମୀରେ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ହିମାଚଳପ୍ରଦେଶର ଜଣେ ସାଇବର ଠକ ରାଜ୍ୟର ବହୁ ଲୋକଙ୍କୁ ଜାଲରେ ଫସାଇ କୋଟି କୋଟି ଟଙ୍କା ଠକିଥିଲା। ଠକର ଜାଲରେ ପଡ଼ି ଯାଇଥିଲା କଟକ ଜିଲ୍ଲା ସାଲେପୁର କେନ୍ଦୁପାଟଣା ଗାଁର ରଶ୍ମିତା ଦାସ। ଠକ ଜଣକ କେଭିସି ନାମକ ସଂସ୍ଥାରୁ ଅନ୍‌ଲାଇନରେ […]

Salepur

Salepur

Manoranjan Sial
  • Published: Monday, 22 November 2021
  • Updated: 22 November 2021, 09:38 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): ସାଲେପୁରରୁ ଜଣେ ଯୁବତୀକୁ ଉଠାଇ ନେଲା ହିମାଚଳପ୍ରଦେଶ ପୁଲିସ୍‌। ତାଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ। ସେ କୁଆଡ଼େ ହିମାଚଳପ୍ରଦେଶର ସାଇବର ଠକଙ୍କୁ ଠକାମୀରେ ସହଯୋଗ କରୁଥିବା ଅଭିଯୋଗ ହୋଇଛି।

ହିମାଚଳପ୍ରଦେଶର ଜଣେ ସାଇବର ଠକ ରାଜ୍ୟର ବହୁ ଲୋକଙ୍କୁ ଜାଲରେ ଫସାଇ କୋଟି କୋଟି ଟଙ୍କା ଠକିଥିଲା। ଠକର ଜାଲରେ ପଡ଼ି ଯାଇଥିଲା କଟକ ଜିଲ୍ଲା ସାଲେପୁର କେନ୍ଦୁପାଟଣା ଗାଁର ରଶ୍ମିତା ଦାସ। ଠକ ଜଣକ କେଭିସି ନାମକ ସଂସ୍ଥାରୁ ଅନ୍‌ଲାଇନରେ ପାଞ୍ଚ ଲକ୍ଷ ଟଙ୍କା ଲାଟେରୀ ଜିତିଥିବାର ମେସେଜ ପଠାଇ ଲୋଭ ଦେଖାଇଥିଲା। ଆଉ ସେଥିରେ ଫସି ଯାଇଥିଲା ରଶ୍ମିତା। ତା’ପରେ ଲଟେରୀ ଟଙ୍କା ଉଠାଇବା ଲୋଭରେ ସଂସ୍ଥାର ଆକାଉଣ୍ଟରେ ୧୯,୫୦୦ ଜମା କରିଥିଲା।

ରଶ୍ମିତା ଟଙ୍କା ଜମା କରିବା ପରେ ପୂରାପୁରି ସାଇବର ଠକଙ୍କ କବ୍‌ଜାକୁ ଚାଲି ଯାଇଥିଲା। ଆଉ ତା’ପରେ ଠକର ଇଙ୍ଗିତରେ ସେ କୁଆଡ଼େ ବହୁ ଲୋକଙ୍କୁ ଫୋନ୍‌ କରିଥିବା ଅଭିଯୋଗ ହୋଇଛି। ଏପରିକି ସାଇବର ଠକ ଜଣକ ରଶ୍ମୀତାଙ୍କ ଅଜ୍ଞାତରେ ତାଙ୍କ କଣ୍ଠ ସ୍ୱରକୁ ବ୍ୟବହାର କରି ଅନେକ ଲୋକଙ୍କୁ ଜାଲରେ ଫସାଇଥିଲା। ଏହାରି ମାଧ୍ୟମରେ ସାଇବର ଠକ ଜଣକ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ହିମାଚଳପ୍ରଦେଶ ପୁଲିସ୍‌ର କହିବା ଅନୁସାରେ ରଶ୍ମୀତା ସାଇବର ଠକଙ୍କ ଇଙ୍ଗିତରେ ଜଣେ ସେନା କର୍ମଚାରୀଙ୍କୁ ଫୋନ୍‌ କରିଥିଲେ। ତାଙ୍କ ସହିତ ବହୁ ବାର ଫୋନ୍‌ରେ କଥା ହୋଇଥିଲେ। ଏହା ପରେ ସେନା କର୍ମଚାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ୍‌ପ କରାଯାଇଥିବା ସେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ମାମଲା ରୁଜୁ କରି ତିନି ମାସ ତଳେ ମୁଖ୍ୟ ଠକକୁ ଗିରଫ କରିଥିଲା।

ଗିରଫ ସାଇବର ଠକର ବୟାନ ଓ ରଶ୍ମୀତାଙ୍କ ଟେଲିଫୋନ୍‌ ରେକର୍ଡ ତଥ୍ୟକୁ ଆଧାର କରି ହିମାଚଳପ୍ରଦେଶ ୫ ଜଣିଆ ପୁଲିସ ଟିମ୍‌ ଓଡ଼ିଶାର ସାଲେପୁରରେ ପହଞ୍ଚିଛି। ପରେ ଓଡ଼ିଶା ପୁଲିସ୍‌ ସହାୟତାରେ ହିମାଚଳ ପୁଲିସ୍‌ କେନ୍ଦୁପାଟଣାକୁ ଯାଇ ରଶ୍ମୀତାକୁ ଉଠାଇ ନେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story