ହୀରାକୁଦରେ ଜଳସ୍ତର ବଢୁଛି ; ଗୋଟିଏ ଗେଟ୍‌ ଖୋଲିଛି

ସମ୍ବଲପୁର: ହୀରାକୁଦ ବନ୍ଧରେ ଜଳସ୍ତର ବଢୁଛି। ଗୋଟିଏ ଗେଟ୍‌ ଦେଇ ଜଳ ନିଷ୍କାସନ  ହେଉଛି। ଆଉ ଗୋଟିଏ ଖୋଲିବ। ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ହୀରାକୁଦରେ ସବୋର୍ଚ୍ଚ ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା  ବେଳେ ଏବେ ଜଳସ୍ତର ୬୩୦.୧୭ଫୁଟ ରହିଛି।

bb

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 07:51 AM IST

ସମ୍ବଲପୁର: ହୀରାକୁଦ ବନ୍ଧରେ ଜଳସ୍ତର ବଢୁଛି। ଗୋଟିଏ ଗେଟ୍‌ ଦେଇ ଜଳ ନିଷ୍କାସନ  ହେଉଛି। ଆଉ ଗୋଟିଏ ଖୋଲିବ। ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ହୀରାକୁଦରେ ସବୋର୍ଚ୍ଚ ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା  ବେଳେ ଏବେ ଜଳସ୍ତର ୬୩୦.୧୭ଫୁଟ ରହିଛି।

Related story