ହୀରାକୁଦ ଡ୍ୟାମ ସ୍ଥାୟିତ୍ୱ ଚିନ୍ତା: ଆଉ ୨ଟି ସ୍ପିଲୱେ ନିର୍ମାଣ ଆରମ୍ଭ

ସମ୍ବଲପୁର: ହୀରାକୁଦ ଡ୍ୟାମର ସ୍ଥାୟିତ୍ୱ ଓ ସମ୍ୱଲପୁର ସହରକୁ ମହାନଦୀ ବନ୍ୟାରୁ ସୁରକ୍ଷା କରିବା ପାଇଁ ଜଳଭଣ୍ଡାରରେ ନିର୍ମାଣ ହେବ ଆଉ ଦୁଇଟି ସ୍ପିଲୱେ। ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ୱବ୍ୟାଙ୍କ ଏହି ପ୍ରକଳ୍ପ ଲାଗି ଆର୍ଥିକ ସହାୟତା ଦେଉଛି । ଦିନକୁ ଦିନ ହୀରାକୁଦ ଡ୍ୟାମକୁ ଅଧିକରୁ ଅଧିକ ବନ୍ୟାଜଳ ପଶୁଛି। ଫଳରେ ଜଳଭଣ୍ଡାର ପ୍ରତି ବିପଦ ଦେଖାଦେଇଛି । ଏହାକୁ ଆଖି ଆଗରେ ରଖି ବର୍ଷାଦିନେ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ଲାଗି ଆଉ […]

Hirakud-Dam

Hirakud-Dam

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 04:41 PM IST

Sports

Latest News

ସମ୍ବଲପୁର: ହୀରାକୁଦ ଡ୍ୟାମର ସ୍ଥାୟିତ୍ୱ ଓ ସମ୍ୱଲପୁର ସହରକୁ ମହାନଦୀ ବନ୍ୟାରୁ ସୁରକ୍ଷା କରିବା ପାଇଁ ଜଳଭଣ୍ଡାରରେ ନିର୍ମାଣ ହେବ ଆଉ ଦୁଇଟି ସ୍ପିଲୱେ। ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ୱବ୍ୟାଙ୍କ ଏହି ପ୍ରକଳ୍ପ ଲାଗି ଆର୍ଥିକ ସହାୟତା ଦେଉଛି । ଦିନକୁ ଦିନ ହୀରାକୁଦ ଡ୍ୟାମକୁ ଅଧିକରୁ ଅଧିକ ବନ୍ୟାଜଳ ପଶୁଛି। ଫଳରେ ଜଳଭଣ୍ଡାର ପ୍ରତି ବିପଦ ଦେଖାଦେଇଛି । ଏହାକୁ ଆଖି ଆଗରେ ରଖି ବର୍ଷାଦିନେ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ଲାଗି ଆଉ ଦୁଇଟି ସ୍ପିଲୱେ ନିର୍ମାଣ କରାଯିବ। ଏ ଦୁଇଟି ରହିବ ଜଳଭଣ୍ଡାରର ଦୁଇ ପାର୍ଶ୍ୱରେ । ଗୋଟିକରେ ପ୍ରତି ସେକେଣ୍ଡକୁ ୩ ଲକ୍ଷ ଘଟଫୁଟ ଓ ଦ୍ୱିତୀୟଟିରେ ୪ ଲକ୍ଷ ଘନଫୁଟ ଜଳ ନିଷ୍କାସନ ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସର୍ଭେ ସରି ଏବେ ମାଟି ପରୀକ୍ଷା ଚାଲିଛି ବୋଲି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ବିଶ୍ୱଜିତ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ହୀରାକୁଦ ଡ୍ୟାମର ୨ଟି ସ୍ପିଲୱେର ୬୪ଟି ସ୍ଲୁଇସ ଗେଟ ଓ ୩୪ଟି କ୍ରେଷ୍ଟ ଗେଟ ଦେଇ ପ୍ରତି ସେକେଣ୍ଡରେ ୧୫ ଲକ୍ଷ ଘନଫୁଟ ବନ୍ୟାଜଳ ନିଷ୍କାସନ ହେଉଛି । ଯେତେବେଳେ ଡ୍ୟାମକୁ ଅଧିକ ବନ୍ୟାଜଳ ପ୍ରବେଶ କରୁଥିବା ଜଣାପଡିଲା ସେତେବେଳେ ଅଧିକ ସ୍ପିଲୱେ ନିର୍ମାଣର ଆବଶ୍ୟକତା ପଡିଲା । ଡ୍ୟାମ ମୁଖ୍ୟୟନ୍ତ୍ରୀଙ୍କ ସୂଚନା ଅନୁସାରେ ୧୯୫୭ର ପ୍ରଥମ ଆକଳନରୁ ଡ୍ୟାମ ମଧ୍ୟକୁ ସର୍ବାଧିକ ୧୫ ଲକ୍ଷ ଘନଫୁଟ ଜଳ ପ୍ରବେଶର ଆକଳନ କରାଯାଇଥିଲା। ମାତ୍ର ୧୯୬୧ ଜୁଲାଇ ୧୦ରେ ଆକଳନରୁ ଡ୍ୟାମ ମଧ୍ୟକୁ ସେକେଣ୍ଡକୁ  ୧୫ ଲକ୍ଷ ୪୦ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ଜଣାପଡିଥିଲା । ଶେଷରେ କେନ୍ଦ୍ରୀୟ ଜଳ ଆୟୋଗର ଶେଷ ଅନୁଧ୍ୟାନରୁ ଡ୍ୟାମ ମଧ୍ୟକୁ ଭବିଷ୍ୟତରେ ୨୪ ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବେଶ କରିପାରେ ବୋଲି ଜଣାପଡିଥିଲା । ଯାହା ଏବର କ୍ଷମତାଠାରୁ ୯ ଲକ୍ଷ ଘନଫୁଟ ଅଧିକ । ତେଣୁ ବନ୍ୟା ଭଳି ପରିସ୍ଥିତି ଏଡାଇବା ଲକ୍ଷ୍ୟରେ ଆଉ ଦୁଇଟି ସ୍ପିଲୱେ ନିର୍ମାଣ ଲାଗି ନିଷ୍ପତ୍ତି ହୋଇଛି। ଫଳରେ ଜଳଭଣ୍ଡାର ବ୍ୟାକ୍ ୱାଟର ଦ୍ୱାରା ସମ୍ୱଲପୁରରେ ସୃଷ୍ଟି ହେଉଥିବା ବନ୍ୟା ମଧ୍ୟ ରୋକାଯାଇ ପାରିବ ‍ବୋଲି ସେ କହିଛନ୍ତି। ପ୍ରସ୍ତାବିତ ସ୍ପିଲୱେ ପାଇଁ ହୀରାକୁଦ ପଟେ କୌଣସି ବିସ୍ଥାପନ ହେବ ନାହିଁ। ତେବେ ଡ୍ୟାମ୍ ଦକ୍ଷିଣ ପାର୍ଶ୍ୱରେ ୬ କିଲୋଟିର ସ୍ପିଲ ଚ୍ୟାନେଲ ନିର୍ମାଣ କରାଯିବାକୁ ଥିବାରୁ କିଛି ଜମି ଅଧିଗ୍ରହଣ କରିବାକୁ ପଡିବ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story