ହୀରାକୁଦ ଡ୍ୟାମର ୩ଟି ଗେଟ୍ ବନ୍ଦ: ୧୨ଟି ସ୍କୁଇସଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ସକାଳୁ ୧୨ଟି ସ୍କୁଇସଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଗତକାଲି ୧୫ଟି ଗେଟ୍ ଦେଇ ଜଳନିଷ୍କାସନ କରାଯାଉଥିଲା। ଆଜି ସକାଳ ୯ଟାରୁ ୩ଟି ଗେଟ୍ ବନ୍ଦ କରି ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ କ୍ଷମତା ୬ଶହ ୨୭ଦଶମିକ ୩୩ ଫୁଟ୍ ରହିଥିବାବେଳେ ସେକେଣ୍ଡକୁ ପ୍ରବେଶ କରୁଛି ୧ଲକ୍ଷ ୯୩ ହଜାର ୭୭୧ ଘନଫୁଟ ଜଳ। ତେବେ ପାୱାର୍ ଚାନେଲ, କେନାଲ୍ ଓ ସ୍ଲୁଇସଗେଟ୍ ଦେଇ ମୋଟ ୨ଲକ୍ଷ ୭ହଜାର ୦୬ ଘନଫୁଟ […]

Dam

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 05:09 AM IST

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ସକାଳୁ ୧୨ଟି ସ୍କୁଇସଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଗତକାଲି ୧୫ଟି ଗେଟ୍ ଦେଇ ଜଳନିଷ୍କାସନ କରାଯାଉଥିଲା। ଆଜି ସକାଳ ୯ଟାରୁ ୩ଟି ଗେଟ୍ ବନ୍ଦ କରି ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ କ୍ଷମତା ୬ଶହ ୨୭ଦଶମିକ ୩୩ ଫୁଟ୍ ରହିଥିବାବେଳେ ସେକେଣ୍ଡକୁ ପ୍ରବେଶ କରୁଛି ୧ଲକ୍ଷ ୯୩ ହଜାର ୭୭୧ ଘନଫୁଟ ଜଳ। ତେବେ ପାୱାର୍ ଚାନେଲ, କେନାଲ୍ ଓ ସ୍ଲୁଇସଗେଟ୍ ଦେଇ ମୋଟ ୨ଲକ୍ଷ ୭ହଜାର ୦୬ ଘନଫୁଟ ଜଳ ନିଷ୍କାସିତ ହେଉଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Related story