ହୀରାକୁଦ ନଦୀବନ୍ଧରେ ପ୍ରସ୍ତାବିତ ଦ୍ୱିତୀୟ ସ୍ପିଲ୍‌ୱେ ଅଞ୍ଚଳ ପରିଦର୍ଶନ କଲେ ଜଳ ସମ୍ପଦ ସଚିବ

ସମ୍ୱଲପୁର: ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଆଜି ସକାଳେ ହୀରାକୁଦ ନଦୀବନ୍ଧର ପ୍ରସ୍ତାବିତ ଦ୍ୱିତୀୟ ସ୍ପିଲ ୱେ ଅଞ୍ଚଳ ବୁଲି ଦେଖିଛନ୍ତି । ତାଙ୍କ ସହ  ହୀରାକୁଦର ମୁଖ୍ୟଯନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ସମ୍ୱଲପୁର ସହରର  ବୀଣାକାଣ୍ଡି ଠାରେ ବର୍ଷା ଜଳ  ନିଷ୍କାସନ ଲାଗି ନିର୍ମାଣାଧୀନ ଡ୍ରେନେଜ୍‌ କାମର ମଧ୍ୟ ଅନୁଧ୍ୟାନ କରିଛନ୍ତି ଜଳ ସମ୍ପଦ ସଚିବ।

sambulpur

Rakesh Mallick
  • Published: Thursday, 21 July 2016
  • , Updated: 21 July 2016, 10:52 AM IST

Related story