ମାର୍କେଟ ବିଲ୍‌ଡିଂରେ ମାତିଲେ ମୁଖା ପିନ୍ଧା ଦୁର୍ବୃତ୍ତ, ଉଠା ଦୋକାନୀଙ୍କୁ ପିଟିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂରେ ଆତଙ୍କରାଜ ଚଳାଇଲେ ମୁଖା ପିନ୍ଧା ଦୁର୍ବୃତ୍ତ। ମାର୍କେଟ ବିଲ୍‌ଡିଂରେ ପସରା ମେଲାଇଥିବା ଉଠା ଦୋକାନୀଙ୍କୁ ୨୦ରୁ ୩୦ ଜଣ ଦୁର୍ବୃତ୍ତ ଗୋଡାଇ ଗୋଡ଼ାଇ ପିଟିଲେ। ଭୟ ଓ ଜୀବନ ବିକଳରେ ଦୋକାନୀମାନେ ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମାର୍କେଟ ବିଲ୍‌ଡିଂରେ ଶତାଧିକ ଲୋକ ଉଠା ଦୋକାନ କରି ପରିବାର ଚଳାଇ ଆସୁଛନ୍ତି। ଅଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା […]

bbsr

bbsr

Manoranjan Sial
  • Published: Friday, 10 January 2020
  • Updated: 10 January 2020, 07:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂରେ ଆତଙ୍କରାଜ ଚଳାଇଲେ ମୁଖା ପିନ୍ଧା ଦୁର୍ବୃତ୍ତ। ମାର୍କେଟ ବିଲ୍‌ଡିଂରେ ପସରା ମେଲାଇଥିବା ଉଠା ଦୋକାନୀଙ୍କୁ ୨୦ରୁ ୩୦ ଜଣ ଦୁର୍ବୃତ୍ତ ଗୋଡାଇ ଗୋଡ଼ାଇ ପିଟିଲେ। ଭୟ ଓ ଜୀବନ ବିକଳରେ ଦୋକାନୀମାନେ ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ମାର୍କେଟ ବିଲ୍‌ଡିଂରେ ଶତାଧିକ ଲୋକ ଉଠା ଦୋକାନ କରି ପରିବାର ଚଳାଇ ଆସୁଛନ୍ତି। ଅଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ହଠାତ୍‌ ୨୦ରୁ ୩୦ ଦୁର୍ବୃତ୍ତ ମୁଖା ପିନ୍ଧି ବିଭିନ୍ନ ମାରଣାସ୍ତ୍ର ଧରି ଗୋଟାଏ ପାର୍ଶ୍ୱରୁ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ଥିଲେ। ଏପରିକି ଦୋକାନୀଙ୍କ ସରଞ୍ଜାମ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଦୁର୍ବୃତ୍ତଙ୍କ ମାଡ଼ରେ କିଛି ଦୋକାନୀ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତଙ୍କ ଆକ୍ରମଣ ପରେ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି। ଏପର୍ଯ୍ୟନ୍ତ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story