ଭୁବନେଶ୍ୱରରେ ଟିକାକରଣରେ କେମିତି ହେଲା କୀର୍ତ୍ତିମାନ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତ ପ୍ରତିଶତ କରୋନା ଟିକାକରଣ ଲକ୍ଷ୍ୟ ହାସଲ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ଆଗରେ ବିଏମ୍ସି ପଦାଧିକାରୀଙ୍କ ବାହାସ୍ଫୋଟ । ଆଉ ସେ ଆଧାରରେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ତାକୁ ରି-ଟୁଇଟ୍‌ କରି ଭୁବନେଶ୍ୱର ମହାନଗର ନିଗମ ବାହାବା ନେବାକୁ ଉଦ୍ୟମ ଚଳାଇଛି । ହେଲେ ୟୁନିଟ୍-୮ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଲମ୍ବା ଲାଇନରେ ଛିଡ଼ା […]

yjl

yjl

Tapas Behera
  • Published: Wednesday, 04 August 2021
  • Updated: 04 August 2021, 08:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତ ପ୍ରତିଶତ କରୋନା ଟିକାକରଣ ଲକ୍ଷ୍ୟ ହାସଲ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ଆଗରେ ବିଏମ୍ସି ପଦାଧିକାରୀଙ୍କ ବାହାସ୍ଫୋଟ । ଆଉ ସେ ଆଧାରରେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ତାକୁ ରି-ଟୁଇଟ୍‌ କରି ଭୁବନେଶ୍ୱର ମହାନଗର ନିଗମ ବାହାବା ନେବାକୁ ଉଦ୍ୟମ ଚଳାଇଛି । ହେଲେ ୟୁନିଟ୍-୮ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଲୋକେ ରାସ୍ତା ଉପରେ ଆସି ପହଞ୍ଚିଲେଣି । ଠିକ୍ ସେମିତି ୟୁନିଟ୍ ଫୋର୍ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ବି ଲାଗିଛି ଲମ୍ବା ଲାଇନ୍ । କେହି କେହି ଫାଷ୍ଟ ଡୋଜ୍ ନେବାକୁ ବି ଆସିଛନ୍ତି । ତେଣୁ ପ୍ରଶ୍ନ, କେଉଁ ବାଟେ ଶତପ୍ରତଶିତ ଟିକାକରଣ ଲକ୍ଷ୍ୟ ପୂରଣ ହେଲା ବୋଲି କହୁଛି ବିଏମ୍ସି?

ଏବେ ଆସନ୍ତୁ ନଜର ପକାଇବା ଭୁବନେଶ୍ୱରରେ ଟିକାକରଣ ତଥ୍ୟ ଉପରେ । ବିଏମ୍ସି କହୁଛି ଜୁଲାଇ ୩୧ ସୁଦ୍ଧା ରାଜଧାନୀରେ ମୋଟ୍ ୯ଲକ୍ଷ ୭ ହଜାର ଲୋକଙ୍କୁ କୋଭାକ୍ସିନ ଟିକାର ଦୁଇଟି ଯାକ ଡୋଜ୍ ଲକ୍ଷ୍ୟ ପୂରଣ ହୋଇଛି । ଅର୍ଥାତ୍ ୧୮ଲକ୍ଷ ୧୪ହଜାର ଡୋଜ୍ ଟିକା ଦିଆସରିଛି । ଏପଟେ ସେହି ବିଏମ୍ସି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଅଗଷ୍ଟ ୩ ସୁଦ୍ଧା ୧୮ଲକ୍ଷ ୯୧ ହଜାର ୬୮୨ ଲୋକଙ୍କୁ ଟିକା ଦିଆଯାଇଥିବା ଦର୍ଶାଇଛି । ଯେଉଁଥିରେ ଫାଷ୍ଟ ଡୋଜ୍  ୧୦ଲକ୍ଷ ୭୫ ହଜାର ୭୦୩ ଥିବାବେଳେ ସେକେଣ୍ଡ ଡୋଜ୍ ନେଇଛନ୍ତି ୮ଲକ୍ଷ ୧୫ ହଜାର ୯୭୯ ।

ଅର୍ଥାତ୍ ଆହୁରି ୨ଲକ୍ଷ ୬୦ ହଜାରରୁ ଅଧିକ ଲୋକ ସେକେଣ୍ଡ ଡୋଜ୍ ନେବାକୁ ବାକି ଅଛନ୍ତି । ତେଣୁ ଯଦି ଏତେ ସଂଖ୍ୟକ ଲୋକ ଦ୍ୱିତୀୟ ଡୋଜ୍ ଟିକାକୁ ଅପେକ୍ଷା କରିଛନ୍ତି ଏବଂ ରାଜଧାନୀର ଅଧିକାଂଶ ଭ୍ୟାକ୍ସିନ ସେଣ୍ଟରରେ ଲମ୍ବା ଲାଇନ୍ ଲାଗୁଛି, ତାହାଲେ ବିଏମ୍ସି କୁଆଡୁ ହିସାବ କରି ଦେଶରେ ପ୍ରଥମ ସହର ଭାବେ ଟିକାକରଣ ଲକ୍ଷ୍ୟ ହାସଲ କଲା ବୋଲି ପ୍ରଶ୍ନ ଉଠିଥିଲା।  ଏନେଇ ପ୍ରତିକ୍ରିୟା ପାଇଁ ବିଏମସିର ଅତିରିକ୍ତ କମିଶନରଙ୍କ ଯୋଗାଯୋଗ କରାଯାଇଥିଲା ହେଲେ ବିଏମ୍ସି ସ୍ୱାସ୍ଥ୍ୟ ବିଭାଗ ହିସାବ ଦେବ କହି କଥାକୁ ଏଡ଼ାଇ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story