ରଥ ଉପରେ କେତେ ଜଣ ସେବାୟତ ରହିବେ ?

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରଥଯାତ୍ରା ପାଇଁ ହଠାତ୍‌ ନିଷ୍ପତି ହୋଇଥିବାରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ନିଷ୍ପତି ନିଆଯାଉଛି। ରଥ ଉପରେ ୧୦ ସେବାୟତଙ୍କୁ ପ୍ରବେଶ ଅନୁମତି ପାଇଁ ନିଷ୍ପତ୍ତି ହୋଇଛି। ରଥଟଣା ପାଇଁ ସୁପ୍ରିମକୋର୍ଟଙ୍କ ସର୍ତ୍ତାବଳୀ ଅନୁସାରେ ହେବ। ୩ ରଥ ପାଇଁ ୫ ଶହ କରି ମୋଟ ୧୫ ଶହ ସେବାୟତଙ୍କୁ ଅନୁମତି ଦିଆଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ଆସନ୍ତାକାଲି ଶ୍ରେକ୍ଷେତ୍ରରେ ରଥଯାତ୍ରା […]

790-1

790-1

Tapas Behera
  • Published: Monday, 22 June 2020
  • Updated: 22 June 2020, 09:30 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରଥଯାତ୍ରା ପାଇଁ ହଠାତ୍‌ ନିଷ୍ପତି ହୋଇଥିବାରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ନିଷ୍ପତି ନିଆଯାଉଛି।

ରଥ ଉପରେ ୧୦ ସେବାୟତଙ୍କୁ ପ୍ରବେଶ ଅନୁମତି ପାଇଁ ନିଷ୍ପତ୍ତି ହୋଇଛି। ରଥଟଣା ପାଇଁ ସୁପ୍ରିମକୋର୍ଟଙ୍କ ସର୍ତ୍ତାବଳୀ ଅନୁସାରେ ହେବ। ୩ ରଥ ପାଇଁ ୫ ଶହ କରି ମୋଟ ୧୫ ଶହ ସେବାୟତଙ୍କୁ ଅନୁମତି ଦିଆଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ଆସନ୍ତାକାଲି ଶ୍ରେକ୍ଷେତ୍ରରେ ରଥଯାତ୍ରା ହେବାକୁ ଯାଉଥିବା ବେଳେ ସମଗ୍ର ପୁରୀକୁ ସଟହାଉନ୍ କରିଛନ୍ତି ରାଜ୍ୟ ସରକାର।

ଏଥିସହ ପୁରୀକୁ  ପାସେଞ୍ଜର ଟ୍ରେନ ଓ ବସ୍ ବନ୍ଦ କଲେ ରାଜ୍ୟ ସରକାର। ରଥଯାତ୍ରାକୁ ଶୃଙ୍ଖଳାର ସହ ସମାପନ ପାଇଁ ଟ୍ରେନ୍, ବସ୍ ବନ୍ଦ କରାଯାଇଛି। ଆଜି ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ଯାଏ ବନ୍ଦ ରହିବ। ଟ୍ରେନ, ବସ ବନ୍ଦ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story