ହକି ବିଶ୍ୱକପରେ କମନୱେଲଥ ଗେମ୍ସ ପରି ଦୁର୍ନୀତି ହୋଇଛି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୧୧ – ହକି ବିଶ୍ୱ କପରେ ଖର୍ଚ୍ଚର ହିସାବ ରାଜ୍ୟ ବିଧାନସଭାରେ ସରକାର ନଦେବା ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କମନୱେଲଥ ଗେମ୍ସ ପରି ଦୁର୍ନୀତି ରାଜ୍ୟରେ ଅନୁଷ୍ଠିତ ହକି ବିଶ୍ୱକପରେ ହୋଇଛିା ହକି ବିଶ୍ୱକପରେ ଓଡିଶା ସରକାରଙ୍କୁ ସଲମାନ ଖାନ୍ ଏବଂ ଶାହରୁଖ ଖାନଙ୍କୁ ନଚେଇବା ପାଇଁ ପଇସା ଅଛି ମାତ୍ର ରାଜ୍ୟର ଶିକ୍ଷକଙ୍କୁ ଦରମା ଦେବାକୁ ପଇସା ନାହିଁ ବୋଲି ସେ କହିଛନ୍ତି। ଗଣମାଧ୍ୟମ […]

Undeclared-emergency-in-force-in-odisha-says-union-minister-dharmendra-pradhan

Manoranjan Sial
  • Published: Monday, 11 February 2019
  • Updated: 11 February 2019, 08:21 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୧୧ – ହକି ବିଶ୍ୱ କପରେ ଖର୍ଚ୍ଚର ହିସାବ ରାଜ୍ୟ ବିଧାନସଭାରେ ସରକାର ନଦେବା ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କମନୱେଲଥ ଗେମ୍ସ ପରି ଦୁର୍ନୀତି ରାଜ୍ୟରେ ଅନୁଷ୍ଠିତ ହକି ବିଶ୍ୱକପରେ ହୋଇଛିା ହକି ବିଶ୍ୱକପରେ ଓଡିଶା ସରକାରଙ୍କୁ ସଲମାନ ଖାନ୍ ଏବଂ ଶାହରୁଖ ଖାନଙ୍କୁ ନଚେଇବା ପାଇଁ ପଇସା ଅଛି ମାତ୍ର ରାଜ୍ୟର ଶିକ୍ଷକଙ୍କୁ ଦରମା ଦେବାକୁ ପଇସା ନାହିଁ ବୋଲି ସେ କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ହକି ପାଇଁ କମ୍ପାନୀମାନଙ୍କ ଠାରୁ ଅନେକ ଟଙ୍କା ଅଣ ଓଡ଼ିଆ ଅଫିସରମାନେ, ବିଶେଷତଃ କ୍ରୀଡ଼ା ବିଭାଗ ତରଫରୁ ଆଦାୟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସେଥିରେ ସଂଶ୍ଲିଷ୍ଟ ଅଛି। ସିଏଜି ଏଥିରେ ହସ୍ତକ୍ଷେପ କଲେ ଏ ଚୋରି ଧରାପଡ଼ିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଓଡିଶାରେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାରେ ଅନେକ ସାମ୍ବିଧାନିକ ପଦବୀ ଖାଲି ରହିଛି। ଓଡ଼ିଶା ସରକାର ଏ ନେଇ ଯଥାଶୀଘ୍ର କାର୍ଯ୍ୟ କରିବା ଉଚିତ। ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଲାଗୁ କରିବାକୁ ଟାଳଟୁଳ ନୀତି ଆରମ୍ଭ କରିଛନ୍ତି ବୋଲି ଗଣମାଧ୍ୟମରୁ ସେ ଶୁଣିବାକୁ ପାଇଥିବା ଉଲ୍ଲେଖ କରି ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଓଡ଼ିଶାର ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥକୁ ଚାଷୀ ମାନଙ୍କୁ ପ୍ରଦାନ କରିବାରେ ବାଧକ ନହୋଇ ସହାୟକ ହେବେ ବୋଲି ସେ ଆଶା କରୁଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story