ରାଜଧାନୀରୁ ମିଳିଲା ମଣିଷ ଖପୁରୀ, ହାଡ଼

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ଆଜି ସକାଳେ ଏକ ଡଷ୍ଟବିନ୍‌ ଜରିରୁ ମଣିଷ ଖପୁରୀ ଓ ହାଡ଼ ଜବତ ହୋଇଛି । ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସଫେଇ କର୍ମଚାରୀମାନେ ସକାଳେ ସଫା କରିବାବେଳେ ଏହା ଦେଖି ପୁଲିସ୍‌କୁ ଖବର ଦେଇଥିଲେ । ଏକ ଡଷ୍ଟବିନ୍‌ ଜରିରେ  ହାଡ଼, କଙ୍କାଳ ଓ ଖପୁରୀ ପଡ଼ିଥିଲା।  ପୁଲିସ୍‌ ପହଞ୍ଚି  ତାହା ଜବତ କରିଛି । ଏହି ଖପୁରି ଓ ହାଡ଼ କାହାର, […]

bbsr-1

bbsr-1

Niharika Rout
  • Published: Friday, 29 November 2019
  • Updated: 29 November 2019, 01:42 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ଆଜି ସକାଳେ ଏକ ଡଷ୍ଟବିନ୍‌ ଜରିରୁ ମଣିଷ ଖପୁରୀ ଓ ହାଡ଼ ଜବତ ହୋଇଛି । ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସଫେଇ କର୍ମଚାରୀମାନେ ସକାଳେ ସଫା କରିବାବେଳେ ଏହା ଦେଖି ପୁଲିସ୍‌କୁ ଖବର ଦେଇଥିଲେ । ଏକ ଡଷ୍ଟବିନ୍‌ ଜରିରେ  ହାଡ଼, କଙ୍କାଳ ଓ ଖପୁରୀ ପଡ଼ିଥିଲା।  ପୁଲିସ୍‌ ପହଞ୍ଚି  ତାହା ଜବତ କରିଛି । ଏହି ଖପୁରି ଓ ହାଡ଼ କାହାର, କେଉଁ ପରିସ୍ଥିତିରେ ଓ କିପରି ସେଠାରେ ପହଞ୍ଚିଲା ପୁଲିସ୍‌ ତାହାର ତଦନ୍ତ କରୁଛି । ନିକଟରେ ଏକ ହସ୍ପିଟାଲ ଥିବାରୁ ସେ ଦିଗ ପ୍ରତି ବି ଧ୍ୟାନ ଦିଆଯିବ ବୋଲି ପୁଲିସ୍‌ କହିଛି।  ଅପରପକ୍ଷେ  ଏହି ହାଡ଼, କଙ୍କାଳ ବହୁତ ପୁରୁଣା ବୋଲି ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos