ଓଡ଼ିଶାରେ କେହି ଭୋକିଲା ରହିବେ ନାହିଁ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୌଣସି ଗରିବ ଭୋକରେ ରହିବେ ନାହିଁ। ସେହି ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ହଙ୍ଗର ଫ୍ରି ଓଡ଼ିଶା। ବିବାହ-ଭୋଜିରୁ ବଳି ପଡ଼ୁଥିବା ଖାଦ୍ୟର ସଦ୍‌ବିନିଯୋଗ ପାଇଁ ଏପରି ପ୍ରୟାସ ଆରମ୍ଭ କରିଛି “ସୋ ଆମ୍‌ ଆଇ ଫାଉଣ୍ଡେସନ” ଓ “ରୋଟାରୀ ଇଣ୍ଟରନ୍ୟାସନାଲ”। ହଙ୍ଗର ଫ୍ରୀ ଓଡ଼ିଶା ପାଇଁ ଆସନ୍ତା ଫେବ୍ରୁଆରୀ ଶେଷ ସୁଦ୍ଧା ଭଦ୍ରକ, ବ୍ରହ୍ମପୁର, ଭବାନୀପାଟନା, କେନ୍ଦୁଝର, କଟକ, ବାଲେଶ୍ୱର ଓ ଯାଜପୁରରେ ଗୋଟିଏ ଲେଖାଏଁ କାର୍ଯ୍ୟକ୍ରମ କରାଯିବ। ଆଜି ଭୁବନେଶ୍ୱରରେ ଏକ […]

hunger-free-odisha

hunger-free-odisha

Manoranjan Sial
  • Published: Thursday, 23 January 2020
  • Updated: 23 January 2020, 08:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୌଣସି ଗରିବ ଭୋକରେ ରହିବେ ନାହିଁ। ସେହି ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ହଙ୍ଗର ଫ୍ରି ଓଡ଼ିଶା। ବିବାହ-ଭୋଜିରୁ ବଳି ପଡ଼ୁଥିବା ଖାଦ୍ୟର ସଦ୍‌ବିନିଯୋଗ ପାଇଁ ଏପରି ପ୍ରୟାସ ଆରମ୍ଭ କରିଛି “ସୋ ଆମ୍‌ ଆଇ ଫାଉଣ୍ଡେସନ” ଓ “ରୋଟାରୀ ଇଣ୍ଟରନ୍ୟାସନାଲ”।

ହଙ୍ଗର ଫ୍ରୀ ଓଡ଼ିଶା ପାଇଁ ଆସନ୍ତା ଫେବ୍ରୁଆରୀ ଶେଷ ସୁଦ୍ଧା ଭଦ୍ରକ, ବ୍ରହ୍ମପୁର, ଭବାନୀପାଟନା, କେନ୍ଦୁଝର, କଟକ, ବାଲେଶ୍ୱର ଓ ଯାଜପୁରରେ ଗୋଟିଏ ଲେଖାଏଁ କାର୍ଯ୍ୟକ୍ରମ କରାଯିବ। ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି “ସୋ ଆମ୍‌ ଆଇ ଫାଉଣ୍ଡେସନ୍”।

ପୂର୍ବରୁ ଭୁବନେଶ୍ୱରରେ ଗୋଟିଏ ସେଣ୍ଟର ରହିଥିବା ବେଳେ ଆଗାମୀ ଦିନରେ ଆହୁରି ୨ଟି ସେଣ୍ଟର କରାଯିବ। ଆସନ୍ତା ଏକ ବର୍ଷ ମଧ୍ୟରେ ଆହୁରି ୨୦ଟି ସେଣ୍ଟର ଖୋଲିବାକୁ ଲକ୍ଷ୍ୟ ରଖିଛି ‘ସୋ ଆମ ଆଇ ଫାଉଣ୍ଡେସନ୍’। ବିଶେଷ କରି ବିବାହ, ବ୍ରତଘର ବା କୌଣସି କାର୍ଯ୍ୟକ୍ରମରେ ବଳି ପଡୁଥିବା ଖାଦ୍ୟକୁ କିଭଳି ଗରିବଙ୍କ ମଧ୍ୟରେ ବଣ୍ଟାଯିବ ସେହି ଉଦେଶ୍ୟରେ ‘ସୋ  ଆମ ଆଇ ଫାଉଣ୍ଡେସନ୍’ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story