କରୋନାରେ ଆସିଲା କରୁଣ କାହାଣୀ , ସ୍ୱାମୀ ସ୍ତ୍ରୀ ଚାଲିଗଲା ପରେ ଆସିଲା ଭଲ ଖବର

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ-19 ଆଇସୋଲେସନ ୱାର୍ଡରେ ଅଘଟଣ। ତେଲେଙ୍ଗାନାରୁ ଆସି ଏହି ଆଇସୋଲେସନ ୱାର୍ଡ ରେ ଥିବା ଦମ୍ପତିଙ୍କର ଆଜି ଦୁଃଖଦ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କଟିଜଙ୍ଗା ଗ୍ରାମର ନିର୍ଲିପ୍ତ ଭୋଳ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ତେଲେଙ୍ଗାନାରେ ରହୁଥିଲେ । ତେବେ ଲକଡାଉନ ପାଇଁ କିଛି ଦିନ ତଳେ ଜଗତସିଂହପୁର ଫେରି ନିଜ ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ […]

DEDE-1

DEDE-1

Tapas Behera
  • Published: Thursday, 02 July 2020
  • Updated: 02 July 2020, 08:18 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ-19 ଆଇସୋଲେସନ ୱାର୍ଡରେ ଅଘଟଣ। ତେଲେଙ୍ଗାନାରୁ ଆସି ଏହି ଆଇସୋଲେସନ ୱାର୍ଡ ରେ ଥିବା ଦମ୍ପତିଙ୍କର ଆଜି ଦୁଃଖଦ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କଟିଜଙ୍ଗା ଗ୍ରାମର ନିର୍ଲିପ୍ତ ଭୋଳ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ତେଲେଙ୍ଗାନାରେ ରହୁଥିଲେ । ତେବେ ଲକଡାଉନ ପାଇଁ କିଛି ଦିନ ତଳେ ଜଗତସିଂହପୁର ଫେରି ନିଜ ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ।  ଦୁଇଦିନ ତଳେ ଉଭୟଙ୍କୁ ଜଗତସିଂହପୁର ଏସଭିଏମ କଲେଜକୁ ଅଣାଯାଇଥିଲା ଏବଂ ଉଭୟଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା ।

ତେବେ ନିର୍ଲିପ୍ତ ଗତକାଲି ଛାତିରେ ଯନ୍ତ୍ରଣା ଅନୁଭଵ କରିବାରୁ ଉଭୟଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା କୋଭିଡ଼-19 ଆଇସୋଲେସନ ୱାର୍ଡ କୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଦିନ ୨ ଟା ୩୦ରେ ନୀର୍ଲିପ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଖବର ଜାଣିବା ପରେ ତାଙ୍କ ପତ୍ନୀ ସୁଭଦ୍ରା ଉକ୍ତ ଘରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି।

ଏନେଇ ଏସଡ଼ିପିଓ ପ୍ରିୟ ରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି । ଏହି ଦୁଃଖଦ ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ସିଡିଏମଓ ଡା ବିଜୟା ପଣ୍ଡା , ଏସଡିପିଓ ଓ ସଦର ଥାନା ଆଇଆଇସି ରଜନୀକାନ୍ତ ମିଶ୍ର ପ୍ରମୁଖ କୋଭିଡ ଆଇସୋଲେସନ ୱାର୍ଡ ନିକଟରେ ପହଁଚିଥିଲେ। ସୁଭଦ୍ରାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ନିର୍ଲିପ୍ତ ଶବ ଉକ୍ତ ଆଇସୋଲେସନ ୱାର୍ଡ ରେ ରହିଛି । ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ଉଭୟଙ୍କ ଶବକୁ ତାଙ୍କ ଗାଁ କୁ ପଠାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ଉଭୟ ପତି-ପତ୍ନୀଙ୍କ ନମୁନା ରିପୋର୍ଟ ନେଗେଟିଭ ଆସିଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story