ନିଃସଙ୍ଗ ଥିଲି, ଆଜି ମୋତେ ମିଳିଗଲା ମନର ସାଥୀ…

ବାରିପଦା (ମାଣିକଲାଲ ପାଣି): ମୋ’ ପରିବାରରେ କେହି ନାହାନ୍ତି। ମୋତେ ଗୋଟିଏ ପରିବାର ଦିଅ। ଏପରି ନିବେଦନ କରୁଥିବା ଅନାଥ ଗୁଡ଼ିଆକୁ ମିଳିଗଲା ମନର ସାଥୀ। ଆଜି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ଗୁଡ଼ିଆ। ନୂଆ ସଂସାର ଗଢ଼ିବା ପାଇଁ ସତ ଜନମର ସାଥୀ ସହିତ ଶାଶୂଘର ଯାଇଛନ୍ତି ଗୁଡ଼ିଆ। ଆଜି ଥିଲା ଗୁଡ଼ିଆର ବାହାଘର। ସେଥିପାଇଁ ଉତ୍ସବ ମୁଖର ବାରିପଦା ରାଧାମୋହନ ମନ୍ଦିର। ବନ୍ଧା ଯାଇଛି ବେଦି। ଗହଳି ଚହଳିରେ ଫାଟି ପଡ଼ୁଛି ସମଗ୍ର […]

mm

mm

Manoranjan Sial
  • Published: Tuesday, 03 March 2020
  • Updated: 03 March 2020, 10:28 PM IST

Sports

Latest News

ବାରିପଦା (ମାଣିକଲାଲ ପାଣି): ମୋ’ ପରିବାରରେ କେହି ନାହାନ୍ତି। ମୋତେ ଗୋଟିଏ ପରିବାର ଦିଅ। ଏପରି ନିବେଦନ କରୁଥିବା ଅନାଥ ଗୁଡ଼ିଆକୁ ମିଳିଗଲା ମନର ସାଥୀ। ଆଜି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ଗୁଡ଼ିଆ। ନୂଆ ସଂସାର ଗଢ଼ିବା ପାଇଁ ସତ ଜନମର ସାଥୀ ସହିତ ଶାଶୂଘର ଯାଇଛନ୍ତି ଗୁଡ଼ିଆ।

ଆଜି ଥିଲା ଗୁଡ଼ିଆର ବାହାଘର। ସେଥିପାଇଁ ଉତ୍ସବ ମୁଖର ବାରିପଦା ରାଧାମୋହନ ମନ୍ଦିର। ବନ୍ଧା ଯାଇଛି ବେଦି। ଗହଳି ଚହଳିରେ ଫାଟି ପଡ଼ୁଛି ସମଗ୍ର ପରିବେଶ। ଆଉ ନିର୍ଦ୍ଧାରିତ ସମୟରେ ଥାଟବାଟ ଧରି ବର ବେଣୁଧର ମହାନ୍ତି ପହଞ୍ଚିଲେ ମଣ୍ଡପରେ। ତା’ପରେ ଆରମ୍ଭ ହୋଇଥିଲା ବିବାହ ପ୍ରକ୍ରିୟା। ଗୁଡ଼ିଆଙ୍କ ବେକରେ ବରଣା ମାଳ ଓ ମୁଣ୍ଡରେ ସିନ୍ଦୂର ଦେଇ ବେଣୁ ପତ୍ନୀର ମାନ୍ୟତା ଦେଇଥିଲେ। ଏଥିପାଇଁ ଭୋଜି ବି ଆୟୋଜନ କରାଯାଇଥିଲା। ବର ପକ୍ଷରୁ ଅସିଥିବା ଅତିଥିମାନେ ଭୋଜିଭାତ ଖାଇ ଫେରିଥିଲେ। ବିବାହ ପରେ ଏବେ ଗୁଡ଼ିଆ ଶ୍ୱଶୁର ଘରକୁ ଚାଲି ଯାଇଛନ୍ତି।

ପିଲା ବେଳୁ ଅନାଥ ଥିଲେ ଗୁଡିଆ। ଆଶ୍ରୟ ପାଇଁ ଏଠି ସେଠି ବୁଲୁଥିଲେ। ହେଲେ ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରି ମାଆ ଲକ୍ଷ୍ମୀ ମହିଳା ସଙ୍ଗଠନରେ ଛାଡ଼ି ଥିଲା। ସେହିଠାରେ ଗୁଡ଼ିଆଙ୍କ ବାଲ୍ୟ ଜୀବନ କଟିଥିଲା। ଯୁକ୍ତ ଦୁଇ ପାଠ ପଢ଼ିଛନ୍ତି। ନିୟମ ଅନୁସାରେ ଝିଅର ବୟସ ୧୯ ବର୍ଷ ହୋଇଗଲେ ବର ଖୋଜା ଯାଏ। ସେହି ନିୟମ ଅନୁସାରେ ଗୁଡିଆ ପାଇଁ ବର ଖୋଜା ଯାଇଥିଲା। ତେବେ ଖବର ପାଇ କପ୍ତିପଦା ଅଞ୍ଚଳର ଯୁବ ବ୍ୟବସାୟୀ ବେଣୁଧର ଗୁଡ଼ିଆକୁ ଦେଖିବାକୁ ଯାଇଥିଲେ। ପ୍ରଥମ ଦେଖା ହିଁ ପସନ୍ଦ କରିଥିଲେ। ପରିବାର ଲୋକଙ୍କ ସହମତିରେ ଆଜି ବିବାହ ହିନ୍ଦୁ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story