ସନ୍ନ୍ୟାସ ଖବର ମିଛ, ହାତଗୋଡ଼ ଚଳୁଥିବା ଯାଏ ରାଜନୀତି କରିବି: ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତିରୁ ସନ୍ନ୍ୟାସ ଖବରକୁ ବିଜେପି ନେତା ଦାମୋଦର ରାଉତ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ହାତଗୋଡ଼ ଚଳୁଥିବା ଯାଏ ରାଜନୀତି କରୁଥିବି। ଅବସର, ସନ୍ନ୍ୟାସ ନେବାକୁ ବେଳ କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନୌପଚାରିକ ଭାବେ କହିଥିବା କଥାକୁ ପ୍ରସଙ୍ଗ କରାଯାଇଛି। ଦାମ କହିଛନ୍ତି ଯେ, କ୍ଷମତା ରାଜନୀତିରେ ଲୋଭ ନାହିଁ ବୋଲି କହିଥିଲି। ମୋ କଥାକୁ ଭୁଲ ତର୍ଜମା ଓ ଭୁଲ ଉପସ୍ଥାପନ କରାଯାଇଛି। ମୁଁ ଏକ ରାଜନୈତିକ ଦଳରେ ଅଛି। […]

4321

4321

Tapas Behera
  • Published: Monday, 23 September 2019
  • Updated: 23 September 2019, 08:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତିରୁ ସନ୍ନ୍ୟାସ ଖବରକୁ ବିଜେପି ନେତା ଦାମୋଦର ରାଉତ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ହାତଗୋଡ଼ ଚଳୁଥିବା ଯାଏ ରାଜନୀତି କରୁଥିବି। ଅବସର, ସନ୍ନ୍ୟାସ ନେବାକୁ ବେଳ କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନୌପଚାରିକ ଭାବେ କହିଥିବା କଥାକୁ ପ୍ରସଙ୍ଗ କରାଯାଇଛି। ଦାମ କହିଛନ୍ତି ଯେ, କ୍ଷମତା ରାଜନୀତିରେ ଲୋଭ ନାହିଁ ବୋଲି କହିଥିଲି। ମୋ କଥାକୁ ଭୁଲ ତର୍ଜମା ଓ ଭୁଲ ଉପସ୍ଥାପନ କରାଯାଇଛି। ମୁଁ ଏକ ରାଜନୈତିକ ଦଳରେ ଅଛି। କାଲି ବି ମିଟିଂକୁ ଯାଇଥିଲି। ଆଜି ବି ମୋ ଘରକୁ ୫୦ରୁ ୧୦୦ ଲୋକ ଆସିଥିଲେ। ମୁଁ ଲୋକଙ୍କ ସେବାରେ ସକ୍ରିୟ ରହିଛି ଏବଂ ରହିଥିବି ବୋଲି ଦାମ କହିଛନ୍ତି। ରାଜନୈତିକ ଏଭଳି ଏକ ବୃତ୍ତି ସେଥିରୁ କେହି ସନ୍ନ୍ୟାସ ନିଅନ୍ତି ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story