ମାସକ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଲେ ଆଇଏଏସ୍ ଗଗନ ଧଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ): ୧୯୮୫ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଗଗନ କୁମାର ଧଳ ଗତକାଲି ଆନୁଷ୍ଠାନିକ ଭାବେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ସେ ଆସନ୍ତାମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ। ଶ୍ରୀ ଧଳ ଗତ ଅଗଷ୍ଟ ମାସରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଚାହିଁଥିଲେ ମଧ୍ୟ ସେତେବେଳେ ସରକାର ତାଙ୍କର ଆବେଦନକୁ ଅଗ୍ରାହ୍ୟ କରିଥିଲେ ତାଙ୍କୁ ବୁଝାସୁଝା କରି ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। […]

gagan-dhala..11

gagan-dhala..11

Manoranjan Sial
  • Published: Monday, 02 December 2019
  • Updated: 02 December 2019, 04:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ): ୧୯୮୫ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଗଗନ କୁମାର ଧଳ ଗତକାଲି ଆନୁଷ୍ଠାନିକ ଭାବେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ସେ ଆସନ୍ତାମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ। ଶ୍ରୀ ଧଳ ଗତ ଅଗଷ୍ଟ ମାସରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଚାହିଁଥିଲେ ମଧ୍ୟ ସେତେବେଳେ ସରକାର ତାଙ୍କର ଆବେଦନକୁ ଅଗ୍ରାହ୍ୟ କରିଥିଲେ ତାଙ୍କୁ ବୁଝାସୁଝା କରି ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ।

ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଧଳ ଏବେ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫଡିସି) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ସେ ଗତମାସରେ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆନୁଷ୍ଠାନିକ ଭାବେ ପୁଣିଥରେ ଆବେଦନ କରିଥିଲେ। ସରକାର ତାଙ୍କର ଆବେଦନକୁ ସ୍ୱୀକାର କରିଛନ୍ତି ଓ ଅବସର ନେବା ପାଇଁ ଗତକାଲି ତାଙ୍କୁ ଅନୁମତି ଦିଆଯାଇଛି। ରାଜ୍ୟପାଳଙ୍କ ଅନୁମୋଦନ ପରେ ଗତକାଲି ସେ ଅବସର ନେଇଛନ୍ତି ଓ ଅବସରକାଳୀନ ସମସ୍ତ ସୁବିଧାସୁଯୋଗ ପାଇବେ ବୋଲି ଜଣାପଡ଼ିଛି। ପୂର୍ବରୁ ସେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଲିଖିତ ଭାବେ ଅବସର ନେବା ପାଇଁ ଅନୁମତି ଲୋଡ଼ିଥିଲେ।

ବାଲେଶ୍ୱର ଜିଲ୍ଲାରେ ଜନ୍ମିତ ଶ୍ରୀ ଧଳ ରାଜ୍ୟ ସରକାରଙ୍କ ଏପିସି (କୃଷି ଉତ୍ପାଦନ କମିଶନର) ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କଠୁ ଜୁନିୟର ଆଇଏଏସଙ୍କୁ ସରକାର ମୁଖ୍ୟ ସଚିବ ପାହ୍ୟାରେ ଅବସ୍ଥାପିତ କରିବାକୁ ଯୋଜନା କରୁଥିବା ଜାଣି ଚାକିରିରୁ ଅବସର ନେବାକୁ ଆବେଦନ କରିଥିଲେ।

ସୂଚନାଯୋଗ୍ୟ, ଶ୍ରୀ ଧଳ ରାଜ୍ୟ ଉଚ୍ଚଶିକ୍ଷା ସଚିବ ସମେତ ବହୁ ବିଭାଗର ସଚିବ ଭାବେ କାର୍ଯ୍ୟ କରିସାରିିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story