ପାଣ୍ଡିଆନଙ୍କ ଶ୍ୱଶୁର ଡାକ୍ତର ଅକ୍ଷୟ ରାଉତଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଭିକେ ପାଣ୍ଡିଆନଙ୍କ ଶ୍ୱଶୁର ତଥା ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ପିତା ଡାକ୍ତର ଅକ୍ଷୟ କୁମାର ରାଉତଙ୍କର ୭୪ବର୍ଷ ବୟସରେ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ଗାଁରେ ଜନ୍ମିତ ଡାକ୍ତର ଅକ୍ଷୟ କୁମାର ରାଉତ ଜାମସେଦପୁର(ଟାଟା ନଗର)ର ଜଣେ ପ୍ରତିଷ୍ଠିତ ଶିଶୁ ବିଶେଷଜ୍ଞ […]

sujata

sujata

Tapas Behera
  • Published: Monday, 25 May 2020
  • Updated: 25 May 2020, 10:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଭିକେ ପାଣ୍ଡିଆନଙ୍କ ଶ୍ୱଶୁର ତଥା ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ପିତା ଡାକ୍ତର ଅକ୍ଷୟ କୁମାର ରାଉତଙ୍କର ୭୪ବର୍ଷ ବୟସରେ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ଗାଁରେ ଜନ୍ମିତ ଡାକ୍ତର ଅକ୍ଷୟ କୁମାର ରାଉତ ଜାମସେଦପୁର(ଟାଟା ନଗର)ର ଜଣେ ପ୍ରତିଷ୍ଠିତ ଶିଶୁ ବିଶେଷଜ୍ଞ ଭାବେ ପରିଚିତ ଥିଲେ। ଗାଁ ସ୍କୁଲରୁ ଶିକ୍ଷା ସମାପ୍ତ ପରେ ସେ ୧୯୭୨ ମସିହାରେ ଏସସିବି ମେଡିକାଲ କଲେଜରୁ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ। ସେ ଟେଲକୋ ସ୍ଥିତ ଘୋରାବନ୍ଧଠାରେ ନିଜ ପତ୍ନୀଙ୍କ ନାଁରେ ‘ପୁଷ୍ପା କ୍ଲିନିକ୍‌’ ଖୋଲିଥିଲେ। ଯେଉଁଠି ସେ ମୁଖ୍ୟତଃ ସମାଜର ବଂଚିତ ବର୍ଗର ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଥିଲେ। ଗରିବ ବର୍ଗର ପିଲାମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାରେ ଟାଟା ନଗରରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା।

ମୃତ୍ୟୁଶଯ୍ୟା ନିକଟରେ ସ୍ୱର୍ଗତ ରାଉତଙ୍କର ପତ୍ନୀ ପୁଷ୍ପା ରାଉତ, ଝିଅ ସୁଜାତା ଓ ଜ୍ୱାଇଁ କାର୍ତ୍ତିକେୟନ୍ ପାଣ୍ଡିଆନ ଏବଂ ଅନ୍ୟ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। ଡାକ୍ତର ରାଉତଙ୍କର ଅନ୍ୟ ଦୁଇ ଝିଅ ସୁସ୍ମିତା ରାଉତ ଜଣେ ପ୍ରାଣୀ ଡାକ୍ତର ହୋଇଥିବାବେଳେ ସବା ସାନ ଝିଅ ସୁଚିତ୍ରା ରାଉତ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି।
ହସ୍ପିଟାଲରୁ ତାଙ୍କର ଶବକୁ ତାଙ୍କ ବାସଭବନକୁ ଅଣାଯିବା ପରେ ପୁରୀସ୍ଥିତ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story