ଇଛାଧୀନ କୋଟା ହଡପ ମାମଲା: ଆରମ୍ଭ ହେଲା ଭିଜିଲାନ୍ସ ତଦନ୍ତ

ଭୁବନେଶ୍ୱର: ଇଛାଧୀନ କୋଟାରେ ଏକାଧିକ ପ୍ଲଟ୍, ଫ୍ଲ।ଟ୍ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ। ମିଳିଥିବା ସୂଚନା ଅନୁସାରେ, ବିଡିଏ ଠାରୁ ଏସମ୍ପର୍କିତ ୨୭ଟି ଫ।ଇଲ ଭିଜିଲାନ୍ସ ସଂଗ୍ରହ କରିଛି। ଭିନିଲାନ୍ସର ଏକ ଟିମ୍ ବିଡିଏ ଅଫିସରୁ ଫ।ଇଲ ଯାଞ୍ଚ କରିବା ସହ ତଥ୍ୟ ହାସଲ କରି ତଦନ୍ତ ଜାରି ରଖିଛନ୍ତି। ତାରା ଦତ୍ତ ଟାସ୍କ ଫେ।ର୍ସ ରିପୋର୍ଟ କାର୍ଯ୍ୟକାରୀ ନେଇ ମୋଡାଲିଟି ନିର୍ଦ୍ଧାରଣ ପରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପୂର୍ବରୁ ନଗର […]

Land

Rakesh Mallick
  • Published: Sunday, 17 May 2015
  • , Updated: 17 May 2015, 08:14 AM IST

ଭୁବନେଶ୍ୱର: ଇଛାଧୀନ କୋଟାରେ ଏକାଧିକ ପ୍ଲଟ୍, ଫ୍ଲ।ଟ୍ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ। ମିଳିଥିବା ସୂଚନା ଅନୁସାରେ, ବିଡିଏ ଠାରୁ ଏସମ୍ପର୍କିତ ୨୭ଟି ଫ।ଇଲ ଭିଜିଲାନ୍ସ ସଂଗ୍ରହ କରିଛି। ଭିନିଲାନ୍ସର ଏକ ଟିମ୍ ବିଡିଏ ଅଫିସରୁ ଫ।ଇଲ ଯାଞ୍ଚ କରିବା ସହ ତଥ୍ୟ ହାସଲ କରି ତଦନ୍ତ ଜାରି ରଖିଛନ୍ତି। ତାରା ଦତ୍ତ ଟାସ୍କ ଫେ।ର୍ସ ରିପୋର୍ଟ କାର୍ଯ୍ୟକାରୀ ନେଇ ମୋଡାଲିଟି ନିର୍ଦ୍ଧାରଣ ପରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପୂର୍ବରୁ ନଗର ଉନ୍ନୟନ ବିଭାଗ, ପ୍ଲଟ୍ ଓ ଫ୍ଲ।ଟ୍ ଆବଣ୍ଟନର ତଦନ୍ତ ପାଇଁ ଭିଜିଲାନ୍ସକୁ ତଥ୍ୟ ଦେବାକୁ ବିଡିଏ ସିଡିଏ ଓ ହାଉସିଂ ବୋର୍ଡକୁ ଚିଠି ଲେଖିଥିଲେ। ଏପରିକି ବେଆଇନ ଆବଣ୍ଟନର ସ୍ପଷ୍ଟ ପ୍ରମାଣ ଥିଲେ ପ୍ଲଟ୍ କିମ୍ୱା ଫ୍ଲ।ଟ୍ ବାତିଲ୍ ପାଇଁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ।

Related story