ଜମି ଓ ଘର ଆବଣ୍ଟନ ଘଟଣା: ଇଚ୍ଛାଧୀନ କୋଟାରେ ୫୩, ଏକାଧିକ କୋଟାରେ ୨୧ଙ୍କୁ ନୋଟିସ

ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ଜମି ଓ ଘର ଆବଣ୍ଟନ ଘଟଣାରେ ଆଜି ହାଉସିଂ ବୋର୍ଡ ପକ୍ଷରୁ ୫୩ ଜଣଙ୍କୁ ନୋଟିସ ଜାରି କରାଯାଇଛି । ସେହିପରି ଏକାଧିକ ପ୍ଲଟ ନେଇଥିବା ୨୮ଜଣଙ୍କୁ ସୋ-କଜ ନୋଟିସ ଜାରି କରାଯାଇଥିବା ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରତାପ ଦେବ ସୂଚନା ଦେଇଛନ୍ତି। ୧ମାସ ମଧ୍ୟରେ ନୋଟିସର ଉତ୍ତର ରଖିବାକୁ କୁହାଯାଇଛି ।

pratapdeb

Rakesh Mallick
  • Published: Friday, 03 July 2015
  • , Updated: 03 July 2015, 12:26 PM IST

Related story