ଇନ୍ଦ୍ରାବତୀ ମୁଖ୍ୟ ବାମ କେନାଲରେ ଘାଇ, ଶହ ଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଥିବା ଇନ୍ଦ୍ରାବତୀ ମୁଖ୍ୟ ବାମ କେନାଲରେ ଆଜି ଘାଇ ସୃଷ୍ଟି ହୋଇଛି। ଘାଇ ସୃଷ୍ଟି ହେବା ଫଳରେ  ଜୟ ପାଟଣା ବ୍ଲକର ପରଜା ନାଗଫେଣୀ ଅଞ୍ଚଳରେ କୃତିମ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଶହଶହ ଏକର ଚାଷି ଜମି ଜଳମଗ୍ନ ହୋଇଥିବା ଜଣାପଡିଛି। ବନ୍ଧରେ ନିମ୍ନମାନର କାମ ପାଇଁ  ଘାଇ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲାପାଳ ଡି. ବୃନ୍ଦା କହିଛନ୍ତି, “ଇନ୍ଦ୍ରାବତୀ ମୁଖ୍ୟ ବାମ କେନାଲରେ ଘାଇ ସୃଷ୍ଟି ହୋଇଥିବା  […]

ghai

ghai

Rakesh Mallick
  • Published: Wednesday, 27 April 2016
  • Updated: 27 April 2016, 01:45 PM IST

Sports

Latest News

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଥିବା ଇନ୍ଦ୍ରାବତୀ ମୁଖ୍ୟ ବାମ କେନାଲରେ ଆଜି ଘାଇ ସୃଷ୍ଟି ହୋଇଛି। ଘାଇ ସୃଷ୍ଟି ହେବା ଫଳରେ  ଜୟ ପାଟଣା ବ୍ଲକର ପରଜା ନାଗଫେଣୀ ଅଞ୍ଚଳରେ କୃତିମ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଶହଶହ ଏକର ଚାଷି ଜମି ଜଳମଗ୍ନ ହୋଇଥିବା ଜଣାପଡିଛି। ବନ୍ଧରେ ନିମ୍ନମାନର କାମ ପାଇଁ  ଘାଇ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

କଳାହାଣ୍ଡି ଜିଲ୍ଲାପାଳ ଡି. ବୃନ୍ଦା କହିଛନ୍ତି, “ଇନ୍ଦ୍ରାବତୀ ମୁଖ୍ୟ ବାମ କେନାଲରେ ଘାଇ ସୃଷ୍ଟି ହୋଇଥିବା  ଆମେ ଖବର ପାଇଛୁ।  ସେଥିପାଇଁ ଏକ ଟେକନିକାଲ ଟିମ୍ ଗଠନ କରାଯାଇଛି।  ଏହି ଘଟଣାର ତଦନ୍ତ କରାଯିବ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

କୃଷକ ନେତା ଗଙ୍ଗା ଠାକୁର କହିଛନ୍ତି,“କେନାଲରେ ଘାଇ ସୃଷ୍ଟି ହେବାରୁ ବହୁ ଚାଷୀ ଭାଇଙ୍କ ଚାଷ ଜମି ନଷ୍ଟ ହୋଇଯାଇଛି। ଏଥିପାଇଁ ଚାଷୀଭାଇମାନଙ୍କୁ କ୍ଷତିପୂରଣ ଦିଆଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story