ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ମାମଲା: ଦିପ୍ତୀରଞ୍ଜନଙ୍କୁ ୭ ଘଣ୍ଟା ଜେରା କଲା ଇଡି

ଭୁବନେଶ୍ୱର: ଇନ୍ଦ୍ରାଣୀ ପଟ୍ଟନାୟକ ଖଣିର ପାୱାର ଅଫ୍ ଆଟର୍ଣ୍ଣିଧାରୀ ଦିପ୍ତୀରଞ୍ଜନ ପଟ୍ଟନାୟକଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ(ଇଡି)। ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଦୀର୍ଘ ୭ ଘଣ୍ଟା ଧରି ଦିପ୍ତୀରଞ୍ଜନଙ୍କୁ ଇଡିର ଅଧିକାରୀମାନେ ଜେରା କରାଯାଇଥିବା ଜଣାପଡ଼ିଛି। ବିଶେଷ ଭାବେ ମନିଟ୍ରେଲ୍ ଓ ବେଆଇନ୍ ଖଣି କାରବାର ସମ୍ପର୍କରେ ଦିପ୍ତୀରଞ୍ଜନଙ୍କୁ ପ୍ରଶ୍ନ କରାଯାଇଛି। ପ୍ରାୟ ୧୫ଟି କମ୍ପାନୀର ଟ୍ରାଞ୍ଜାକ୍ସନ ସମ୍ପର୍କିତ ନଥିପତ୍ର ଏହି ସମୟରେ ଦାଖଲ କରିଛନ୍ତି ଦୀପ୍ତି। ମୁଁ କିଛି ଭୁଲ୍ କରିନାହିଁ, ତଦନ୍ତ ପରେ ସମସ୍ତ ତଥ୍ୟ […]

diptiranjan pattanayak

diptiranjan pattanayak

Rakesh Mallick
  • Published: Monday, 17 August 2015
  • Updated: 17 August 2015, 02:51 PM IST

Sports

Latest News

ଭୁବନେଶ୍ୱର: ଇନ୍ଦ୍ରାଣୀ ପଟ୍ଟନାୟକ ଖଣିର ପାୱାର ଅଫ୍ ଆଟର୍ଣ୍ଣିଧାରୀ ଦିପ୍ତୀରଞ୍ଜନ ପଟ୍ଟନାୟକଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ(ଇଡି)। ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଦୀର୍ଘ ୭ ଘଣ୍ଟା ଧରି ଦିପ୍ତୀରଞ୍ଜନଙ୍କୁ ଇଡିର ଅଧିକାରୀମାନେ ଜେରା କରାଯାଇଥିବା ଜଣାପଡ଼ିଛି। ବିଶେଷ ଭାବେ ମନିଟ୍ରେଲ୍ ଓ ବେଆଇନ୍ ଖଣି କାରବାର ସମ୍ପର୍କରେ ଦିପ୍ତୀରଞ୍ଜନଙ୍କୁ ପ୍ରଶ୍ନ କରାଯାଇଛି। ପ୍ରାୟ ୧୫ଟି କମ୍ପାନୀର ଟ୍ରାଞ୍ଜାକ୍ସନ ସମ୍ପର୍କିତ ନଥିପତ୍ର ଏହି ସମୟରେ ଦାଖଲ କରିଛନ୍ତି ଦୀପ୍ତି। ମୁଁ କିଛି ଭୁଲ୍ କରିନାହିଁ, ତଦନ୍ତ ପରେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ଜେରା ପରେ ଗଣମାଧ୍ୟମକୁ କହିଛନ୍ତି ଦିପ୍ତୀରଞ୍ଜନ। ଏଥିପୂର୍ବରୁ ମଧ୍ୟ ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ମାମଲାରେ ଇଡ଼ି ଦିପ୍ତୀଙ୍କ ପୁଅ ଅନୁରାଗ ପଟ୍ଟନାୟକଙ୍କୁ ପଚରାଉଚୁରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story