ଆଇଆଇଏମ ସମ୍ବଲପୁର: ଆଜି ଓରିଏଣ୍ଟେସନ ସେସନ

ସମ୍ବଲପୁର: ଆଇଆଇଏମ୍ ସମ୍ୱଲପୁର ଛାତ୍ରଛାତ୍ରୀଙ୍କ ଓରିଏଣ୍ଟେସନ ସେସନ ଆଜି ଆରମ୍ଭ ହେବ । ସକାଳ ୯ଟାରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଅସ୍ଥାୟୀ କ୍ୟାମ୍ପସ ସିଲିକନ ଇନଷ୍ଟିଚ୍ୟୁଟରେ ସମସ୍ତ ପ୍ରସ୍ତୁତି ସରିଛି। ଆଇଆଇଏମରେ କ୍ଲାସ ଆରମ୍ଭ ହେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ସିଲିକନ କର୍ତ୍ତୃପକ୍ଷ କହିଛନ୍ତି। ଫ।କଲ୍ଟି ଓ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା ସରିଛି। ଏଠାରେ ନାମ ଲେଖାଇଥିବା ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀ ଗତକାଲି କ୍ୟାମ୍ପସରେ ପହଞ୍ଚିଛନ୍ତି। ଏଥିସହ ମେଣ୍ଟର […]

iim

Rakesh Mallick
  • Published: Wednesday, 23 September 2015
  • , Updated: 23 September 2015, 03:42 AM IST

ସମ୍ବଲପୁର: ଆଇଆଇଏମ୍ ସମ୍ୱଲପୁର ଛାତ୍ରଛାତ୍ରୀଙ୍କ ଓରିଏଣ୍ଟେସନ ସେସନ ଆଜି ଆରମ୍ଭ ହେବ । ସକାଳ ୯ଟାରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଅସ୍ଥାୟୀ କ୍ୟାମ୍ପସ ସିଲିକନ ଇନଷ୍ଟିଚ୍ୟୁଟରେ ସମସ୍ତ ପ୍ରସ୍ତୁତି ସରିଛି। ଆଇଆଇଏମରେ କ୍ଲାସ ଆରମ୍ଭ ହେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ସିଲିକନ କର୍ତ୍ତୃପକ୍ଷ କହିଛନ୍ତି। ଫ।କଲ୍ଟି ଓ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା ସରିଛି। ଏଠାରେ ନାମ ଲେଖାଇଥିବା ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀ ଗତକାଲି କ୍ୟାମ୍ପସରେ ପହଞ୍ଚିଛନ୍ତି। ଏଥିସହ ମେଣ୍ଟର ଇନଷ୍ଟିଚ୍ୟୁଟ ଆଇଆଇଏମ ଇନ୍ଦୋରର ପ୍ରଫେସର ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ଆସିସାରିଛନ୍ତି। ସେପଟେ ପାଠପଢ଼ା ଆରମ୍ଭରେ ବିଳମ୍ୱ ହୋଇଥିବାରୁ ଏହାକୁ ତ୍ୱରାନ୍ୱିତ କରାଯିବ ବୋଲି ଆଇଆଇଏମ୍ ସମ୍ୱଲପୁରର ସଂଯୋଜକ କହିଛନ୍ତି। ଆସନ୍ତାକାଲିଠାରୁ କ୍ଲାସ ଆରମ୍ଭ ହେବ।

Related story