ବେଆଇନ୍‌ ନିର୍ମାଣକାରୀଙ୍କୁ ସତର୍କ ଘଣ୍ଟି, ସର୍ବକ୍ଷମାରେ ଆବେଦନ କରିନଥିଲେ ଭଙ୍ଗାଯିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ବେଆଇନ ଘର ନିର୍ମାଣକାରୀଙ୍କ ପାଇଁ ସତର୍କ ଘଣ୍ଟି। ବିନା ଅନୁମୋଦନ ଓ ଆଇନ ବହିର୍ଭୂତ ନିର୍ମାଣ କରି ସର୍ବକ୍ଷମାରେ ଆବେଦନ କରିନଥିଲେ ଭୋଗିବାକୁ ପଡ଼ିବ ଚରମ ପରିଣାମ। କାରଣ ଆସନ୍ତାମାସ ୫ ତାରିଖରେ ସରିଯାଉଛି ଆବେଦନର ଅବଧି। ଏହାପରେ ବେଆଇନ ଭାବେ ନିର୍ମାଣ ହୋଇଥିବା ବ୍ୟାବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ ଓ ବ୍ୟକ୍ତିଗତ ନିର୍ମାଣ ବିରୋଧରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କରିବ କାର୍ଯ୍ୟାନୁଷ୍ଠାନ। ଏଭଳି ସମ୍ପତ୍ତିକୁ ସିଲ୍‌ କରାଯିବ, ନଚେତ୍ ଭଙ୍ଗା ଯିବ। […]

sarba-khama

sarba-khama

Manoranjan Sial
  • Published: Thursday, 23 January 2020
  • Updated: 23 January 2020, 08:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ବେଆଇନ ଘର ନିର୍ମାଣକାରୀଙ୍କ ପାଇଁ ସତର୍କ ଘଣ୍ଟି। ବିନା ଅନୁମୋଦନ ଓ ଆଇନ ବହିର୍ଭୂତ ନିର୍ମାଣ କରି ସର୍ବକ୍ଷମାରେ ଆବେଦନ କରିନଥିଲେ ଭୋଗିବାକୁ ପଡ଼ିବ ଚରମ ପରିଣାମ। କାରଣ ଆସନ୍ତାମାସ ୫ ତାରିଖରେ ସରିଯାଉଛି ଆବେଦନର ଅବଧି। ଏହାପରେ ବେଆଇନ ଭାବେ ନିର୍ମାଣ ହୋଇଥିବା ବ୍ୟାବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ ଓ ବ୍ୟକ୍ତିଗତ ନିର୍ମାଣ ବିରୋଧରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କରିବ କାର୍ଯ୍ୟାନୁଷ୍ଠାନ। ଏଭଳି ସମ୍ପତ୍ତିକୁ ସିଲ୍‌ କରାଯିବ, ନଚେତ୍ ଭଙ୍ଗା ଯିବ। କାରଣ ୨୦୧୮ ଜୁନରେ ସର୍ବକ୍ଷମା ଯୋଜନା ଘୋଷଣା ହେବା ପରେ ଦୁଇ ଦୁଇ ଥର ଆବେଦନ ତାରିଖ ବଢାଇ ସାରିଛନ୍ତି ସରକାର।

ସେପଟେ ମୂଳ ନିୟମରେ ସଂଶୋଧନ କରି ଫ୍ଲୋର-ଏରିଆ ରେସିଓ ଉଲ୍ଲଘଂନ ବାବଦ ଜୋରିମାନା କୋହଳ ସହ ପାର୍କିଂ ଓ କଂପାଉଣ୍ଡିଂ ଫି’କୁ ହ୍ରାସ କରିଥିଲେ ସରକାର। ଏହାସତ୍ତ୍ୱେ ସର୍ବକ୍ଷମା ଆବେଦନ ଉତ୍ସାହଜନକ ହୋଇନି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ୪ ହଜାର ଆବେଦନ ପାଇଥିବା ବେଳେ ସିଡିଏ ସମେତ ରାଜ୍ୟର ଅନ୍ୟ ୮ଟି ସଂସ୍ଥାରେ ସ୍ଥିତି ତଦ୍ରୁପ।

କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଆଇନ ବହିର୍ଭୂତ ନିର୍ମାଣ ଗୁଡିର ଯାଞ୍ଚ ହେବ। ପ୍ରଥମେ ବ୍ୟାବସାୟିକ ପ୍ରତିଷ୍ଠାନ ଓ ପରେ ଆପାର୍ଟମେଣ୍ଟ ଓ ଶେଷରେ ବ୍ୟକ୍ତିଗତ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଭୁବନେଶ୍ୱର ସମେତ ଅନ୍ୟ ସହରରେ ବେଆଇନ ନିର୍ମାଣ ସଂଖ୍ୟା ଏତେ ଯେ ଏଗୁଡିକୁ ଭାଙ୍ଗିବା ସମ୍ଭବ ନୁହେଁ। ତେଣୁ ଆଉ କିଛି ସମୟ ଦେବା ସହ ଫାଇନ୍‌ କମାଇବାକୁ ଦାବି ଉଠିଛି।

୨୦୦୭-୦୮ରେ ସରକାର ସର୍ବକ୍ଷମା ଯୋଜନା ଆଣିଥିଲେ। ସେତେବେଳେ ବି ଏହାକୁ ବିଶେଷ ସଫଳତା ମିଳିନଥିଲା। ଏଥର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳଇଛି। ତେବେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିବାରୁ ଯୋଜନାକୁ କେତେ ସଫଳତା ମିଳୁଛି, ତାହା ଦେଖିବା କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story