ପରକୀୟା ପ୍ରେମରୁ ହତ୍ୟା! ସନ୍ଦୀଗ୍ଧ ମହିଳା ‘ମଧୁ’ଙ୍କ ବାପାଙ୍କୁ ପୁଲିସ୍‌ର ଜେରା 

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ପରକୀୟା ପ୍ରେମ ଓ ପ୍ରତାରଣା ପାଇଁ ଘଟିଛି ଲୋମହର୍ଷଣ ହତ୍ୟା। ଜଗତସିଂହପୁର ବାଲିକୁଦା ଥାନା ଦାଆଗାଁ ରହସ୍ୟଜନକ ମୃତ୍ୟୁ ପଛରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଯାହାର ଖୁଲାସା କରିଛନ୍ତି ମୃତ ଯୁବକଙ୍କ ପତ୍ନୀ। ମୃତଦେହକୁ ଚିହ୍ନଟ କରିବା ସହ ଏହା ତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ଓ ଘର ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ବୋକାଖାଇରେ। କେବଳ ଏତିକି ନୁହେଁ, ମୃତଦେହ ନିକଟରେ ରକ୍ତରେ ଯେଉଁ ‘ମଧୁ’ଙ୍କ ନାଁ ଲେଖାଯାଇଥିଲା, ସେ […]

jagatsinghpur-murder

jagatsinghpur-murder

Manoranjan Sial
  • Published: Monday, 07 October 2019
  • Updated: 07 October 2019, 09:36 PM IST

Sports

Latest News

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ପରକୀୟା ପ୍ରେମ ଓ ପ୍ରତାରଣା ପାଇଁ ଘଟିଛି ଲୋମହର୍ଷଣ ହତ୍ୟା। ଜଗତସିଂହପୁର ବାଲିକୁଦା ଥାନା ଦାଆଗାଁ ରହସ୍ୟଜନକ ମୃତ୍ୟୁ ପଛରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଯାହାର ଖୁଲାସା କରିଛନ୍ତି ମୃତ ଯୁବକଙ୍କ ପତ୍ନୀ। ମୃତଦେହକୁ ଚିହ୍ନଟ କରିବା ସହ ଏହା ତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ଓ ଘର ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ବୋକାଖାଇରେ। କେବଳ ଏତିକି ନୁହେଁ, ମୃତଦେହ ନିକଟରେ ରକ୍ତରେ ଯେଉଁ ‘ମଧୁ’ଙ୍କ ନାଁ ଲେଖାଯାଇଥିଲା, ସେ ହିଁ ହତ୍ୟାପଛର ମୁଖ୍ୟ କାହାଣୀ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ରଙ୍କ ପତ୍ନୀ। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଅନୈତିକ ସମ୍ପର୍କ ଥିଲା। ତାଙ୍କ ସ୍ୱାମୀଙ୍କଠୁ ଦୂରେଇ ରହିବା ପାଇଁ ସଂପୃକ୍ତ ମହିଳାଙ୍କୁ ତାଗିଦ ମଧ୍ୟ କରିଥିଲେ। ତେବେ ଗତ ଶନିବାର କୃଷ୍ଣନ୍ଦ୍ର ଅହମ୍ମଦାବାଦ ଯିବା ପାଇଁ ଘରୁ ବାହାରି ଯାଇଥିଲେ। ତା’ପରଠୁ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍ ହୋଇଯାଇଥିଲା। ତାଙ୍କ ସ୍ୱାମୀଙ୍କୁ ସଂପୃକ୍ତ ମହିଳା ଫୋନ୍‌ରେ ଡାକି ହତ୍ୟା କରାଇଛି ବୋଲି ପୁଲିସ ନିକଟରେ ଅଭିଯୋଗ କରିଛନ୍ତି କୃଷ୍ଣଙ୍କ ସ୍ତ୍ରୀ।

ତେବେ କାହିଁକି ଓ କେଉଁ ପରିସ୍ଥିତିରେ କୃଷ୍ଣଚନ୍ଦ୍ରଙ୍କୁ ନିଆଁ ଲଗାଇ ହତ୍ୟା କରାଯାଇଛି? ହତ୍ୟା ପଛରେ ଜଣେ ନା ଏକାଧିକ ବ୍ୟକ୍ତିଙ୍କ ରହିଛି ସଂପୃକ୍ତି? କାହିଁକି ମୃତ୍ୟୁ ପୂର୍ବରୁ କାହା ନାଁ ନେବାକୁ ମନା କରିଦେଇଥିଲେ ଯୁବକ ଜଣକ? ପରକୀୟା ପ୍ରେମରେ ସଂପୃକ୍ତ ମହିଳାଙ୍କ ନାଁକୁ ଚଟାଣରେ ଲେଖିଲା କିଏ? ପତ୍ନୀଙ୍କ ଏତଲା ପରେ ଏବେ ଏମିତି ନା ନା ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ ଜଗତସିଂପୁର ପୁଲିସ ସଂପୃକ୍ତ ମହିଳାଙ୍କ ଘରକୁ ଯାଇ ଖୋଳତାଡ଼ କରୁଛି। ଏପରିକି ସମ୍ପୃକ୍ତ ମହିଳାଙ୍କ ବାପାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।

ପୁଲିସର କହିବା ଅନୁସାରେ, କଟକରେ ବିବାହ କରିଥିବା ଦାଆଗାଁର ଏହି ମହିଳାଙ୍କ ସହ ଫେସ୍‌ବୁକ୍‌ରେ ପରିଚୟ ହୋଇଥିଲା କୃଷ୍ଣଚନ୍ଦ୍ରଙ୍କର। ତା’ପରେ ପରେ ତାଙ୍କ ପରିବାର ସହ ମଧ୍ୟ ସମ୍ପର୍କ ଥିଲା। ତେଣୁ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ଜଗତସିଂପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story