ହୋଟେଲରେ ଲଙ୍ଗଳା ନାଚ ଦେଖିଦେଲା ପୋଲିସ୍‌, ଦେଖନ୍ତୁ ଭିଡିଓ

<p>ଭୁବନେଶ୍ୱର: ବିନା ଅନୁମତିରେ ରାଜଧାନୀର ହୋଟେଲ ଓ ବାରରେ ନିୟୋଜିତ ହୋଇଛନ୍ତି ମହିଳା କର୍ମଚାରୀ । ଏହି ଅଭିଯୋଗ ଆଧାରରେ ଶନିବାର ରାତିରେ ରାଜଧାନୀର କ୍ୟାପିଟାଲ, ଖାରବେଳ ଥାନା ସମେତ କଟକରୋଡ୍ ଅଞ୍ଚଳରେ ଚଢ଼ାଉ କରିଥିଲା କମିଶନରେଟ୍ ପୋଲିସ । ବିଭିନ୍ନ ହୋଟେଲ ଓ ବାରରଆ ଚଢ଼ାଉ କରାଯାଇ, ସେଠାକାର ବ୍ୟବସ୍ଥା ନେଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ କେତେକ ହୋଟେଲ ଓ ବାରରେ ମହିଳା କର୍ମଚାରୀମାନେ ଅଧାଳଙ୍ଗଳା ନାଚ କରୁଥିବା ଦେଖିବାକୁ ମିଳିଥିଲା। ଏହି ବାର୍ ଓ ହୋଟେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି ।</p>

Ordigital Desk
  • Published: Sunday, 07 January 2018
  • Updated: 07 January 2018, 07:45 PM IST

Sports

Latest News

<p>ଭୁବନେଶ୍ୱର: ବିନା ଅନୁମତିରେ ରାଜଧାନୀର ହୋଟେଲ ଓ ବାରରେ ନିୟୋଜିତ ହୋଇଛନ୍ତି ମହିଳା କର୍ମଚାରୀ । ଏହି ଅଭିଯୋଗ ଆଧାରରେ ଶନିବାର ରାତିରେ ରାଜଧାନୀର କ୍ୟାପିଟାଲ, ଖାରବେଳ ଥାନା ସମେତ କଟକରୋଡ୍ ଅଞ୍ଚଳରେ ଚଢ଼ାଉ କରିଥିଲା କମିଶନରେଟ୍ ପୋଲିସ । ବିଭିନ୍ନ ହୋଟେଲ ଓ ବାରରଆ ଚଢ଼ାଉ କରାଯାଇ, ସେଠାକାର ବ୍ୟବସ୍ଥା ନେଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ କେତେକ ହୋଟେଲ ଓ ବାରରେ ମହିଳା କର୍ମଚାରୀମାନେ ଅଧାଳଙ୍ଗଳା ନାଚ କରୁଥିବା ଦେଖିବାକୁ ମିଳିଥିଲା। ଏହି ବାର୍ ଓ ହୋଟେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos