ଓଡ଼ିଶାରେ କରୋନା ପରୀକ୍ଷା ଜାତୀୟ ହାରଠୁ ଅଧିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କୋଭିଡ-୧୯’ ପରିଚାଳନାରେ ଓଡ଼ିଶାର ପ୍ରଦର୍ଶନ ବେଶ୍ ଭଲ ରହିଛି। ସର୍ବଭାରତୀୟସ୍ତରରେ କୋଭିଡ-୧୯ ବା କରୋନା ପରୀକ୍ଷା ପ୍ରତି ୧୦ଲକ୍ଷ ଲୋକରେ ୨୪୯୦ଜଣଙ୍କର ହେଉଥିବାବେଳେ ଓଡ଼ିଶାରେ ପ୍ରତି ୧୦ଲକ୍ଷରେ ୩୦୨୯ଜଣଙ୍କ ପରୀକ୍ଷା ହେଉଛି। ଆଜି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବେ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ-୧୯କୁ ନେଇ ରାଜ୍ୟର ଜନସ୍ୱାସ୍ଥ୍ୟ ଉପରେ ରାଜ୍ୟ ସରକାରଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ପ୍ରାୟ ୮୪ଟି […]

coronavirus

coronavirus

Manoranjan Sial
  • Published: Thursday, 28 May 2020
  • Updated: 28 May 2020, 08:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କୋଭିଡ-୧୯’ ପରିଚାଳନାରେ ଓଡ଼ିଶାର ପ୍ରଦର୍ଶନ ବେଶ୍ ଭଲ ରହିଛି। ସର୍ବଭାରତୀୟସ୍ତରରେ କୋଭିଡ-୧୯ ବା କରୋନା ପରୀକ୍ଷା ପ୍ରତି ୧୦ଲକ୍ଷ ଲୋକରେ ୨୪୯୦ଜଣଙ୍କର ହେଉଥିବାବେଳେ ଓଡ଼ିଶାରେ ପ୍ରତି ୧୦ଲକ୍ଷରେ ୩୦୨୯ଜଣଙ୍କ ପରୀକ୍ଷା ହେଉଛି।

ଆଜି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବେ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ-୧୯କୁ ନେଇ ରାଜ୍ୟର ଜନସ୍ୱାସ୍ଥ୍ୟ ଉପରେ ରାଜ୍ୟ ସରକାରଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ପ୍ରାୟ ୮୪ଟି ନମୂନା ପରୀକ୍ଷାରେ ଗୋଟିଏ ପଜେଟିଭ୍ ମାମଲା ଚିହ୍ନଟ ହେଉଥିବାବେଳେ ସର୍ବଭାରତୀୟସ୍ତରରେ ୨୧ଟି ନମୂନା ପରୀକ୍ଷାରେ ଗୋଟିଏ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କରୋନାଜନିତ ମୃତ୍ୟୁହାର ୦.୪୨% ଥିବାବେଳେ ଜାତୀୟସ୍ତରରେ ଏହା ୨.୮୬% ରହିଛି । ଆଜିସୁଦ୍ଧା ମୋଟ ୧ଲକ୍ଷ ୩୯ହଜାର ୩୧୧ଟି ନମୂନା ପରୀକ୍ଷା ହୋଇଛି। ରାଜ୍ୟରେ ୪୯% କୋଭିଡ୍ ରୋଗୀ ସସ୍ଥ ହେଉଥିବାବେଳେ ସର୍ବଭାରତୀୟସ୍ତରରେ ଏହା ୪୨%।

ରାଜ୍ୟ ସରକାରଙ୍କ କୁହାଯାଇଛି ଯେ, ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିଧି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କର ଭାଗିଦାରୀ ଯୋଗୁ ମଧ୍ୟ ଅନେକ ସଫଳତା ମିଳିଛି। ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଓ କ୍ୱାରେଣ୍ଟାଇନ କେନ୍ଦ୍ରଗୁଡ଼ିକ ପଞ୍ଚାୟତସ୍ତରରେ ସରପଞ୍ଚ, ନିର୍ବାଚନ ଲୋକପ୍ରତିନିଧି , ସ୍ୱୟଂ ସହାୟକ ଗୋଷ୍ଠୀ ଓ ଲୋକମାନଙ୍କ ଦ୍ୱାରା ପରିଚାଳନା ହେଉଛି। ଏହି ବୈଠକରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story

Sports

Latest News