ସାଢ଼େ ୪ ମାସରେ ମାତ୍ର ଅଢ଼େଇ ଲକ୍ଷ ନମୂନା ପରୀକ୍ଷା, ଫେରିଲେଣି ୫.୮୦ ଲକ୍ଷ ପ୍ରବାସୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ବୃଦ୍ଧି ପାଉଥିବାବେଳେ ଗତ ସାଢ଼େ ୪ମାସ ମଧ୍ୟରେ ରାଜ୍ୟରେ ମାତ୍ର ଅଢ଼େଇ ଲକ୍ଷ ଲୋକଙ୍କର ନମୂନା ପରୀକ୍ଷା ସମ୍ଭବପର ହୋଇଛି। ଯଦିଓ ଦୈନିକ ୧୫ହଜାର ନମୂନା ପରୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ମାସରୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ତଥାପି ବିଭିନ୍ନ ବାହାନା ଦେଖାଇ ସ୍ୱାସ୍ଥ୍ୟ ବିଭାଗ କୋଭିଡ୍ ପରୀକ୍ଷାକୁ ଦୈନିକ ସର୍ବାଧିକ ୬ହଜାର ମଧ୍ୟରେ ସୀମିତ ରଖିଛି। ଏପଟେ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ […]

novel-corona

novel-corona

Manoranjan Sial
  • Published: Saturday, 27 June 2020
  • Updated: 27 June 2020, 08:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ବୃଦ୍ଧି ପାଉଥିବାବେଳେ ଗତ ସାଢ଼େ ୪ମାସ ମଧ୍ୟରେ ରାଜ୍ୟରେ ମାତ୍ର ଅଢ଼େଇ ଲକ୍ଷ ଲୋକଙ୍କର ନମୂନା ପରୀକ୍ଷା ସମ୍ଭବପର ହୋଇଛି। ଯଦିଓ ଦୈନିକ ୧୫ହଜାର ନମୂନା ପରୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ମାସରୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ତଥାପି ବିଭିନ୍ନ ବାହାନା ଦେଖାଇ ସ୍ୱାସ୍ଥ୍ୟ ବିଭାଗ କୋଭିଡ୍ ପରୀକ୍ଷାକୁ ଦୈନିକ ସର୍ବାଧିକ ୬ହଜାର ମଧ୍ୟରେ ସୀମିତ ରଖିଛି। ଏପଟେ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ କୋଭିଡ-୧୯ ପରୀକ୍ଷା ଜରୁରୀ ହୋଇଥିଲେ ମଧ୍ୟ ସରକାର ସେଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଉନାହାନ୍ତି। ଯେଉଁଥିପାଇଁ ମେ’ ୩ରୁ ଏପର୍ଯ୍ୟନ୍ତ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରାୟ ୫.୮୦ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୬୦ ପ୍ରତିଶତ ଲୋକଙ୍କର ପରୀକ୍ଷା ହୋଇନଥିବା ସୂଚନା ମିଳିଛି।

ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨ଲକ୍ଷ ୪୯ହଜାର ୯୦୨ଜଣଙ୍କ କୋଭିଡ୍ ନମୂନା ପରୀକ୍ଷା ହୋଇଛି। ସେଥିରୁ ମୋଟ ୬୩୫୦ଜଣ କରେନା ସଂକ୍ରମିତ ହୋଇଥିବାବେଳେ ଏବେ ୧୭୧୯ଜଣ ସକ୍ରିୟ ରୋଗୀ ଅଛନ୍ତି। ୪୬୦୬ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଥିବାବେଳେ ୨୫ଜଣଙ୍କ ମୃତ୍ୟୁ ଘଟିଛି। ଏବେବି ୧୯୦୩ଜଣ ହସ୍ପିଟାଲ ଆଇସୋଲେସନରେ ରହିଛନ୍ତି।

ଜୁନ୍ ୨୦ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୨ଲକ୍ଷ ୨୪ହଜାର ୪୦୨ଜଣଙ୍କ କୋଭିଡ୍ ନମୂନା ପରୀକ୍ଷା ହୋଇଥିବାବେଳେ ଏହା ୨୬ତାରିଖ ପର୍ଯ୍ୟନ୍ତ ଦୈନିକ ୩୪୫୮ରୁ ୫୩୧୪ଟି ନମୂନା ପରୀକ୍ଷା ମଧ୍ୟରେ ସୀମିତ ରହିଛି। ଯଦିଓ ଏପ୍ରିଲ ୨୮ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟରେ କୋଭିଡ୍ ନମୂନା ପରୀକ୍ଷା ପରିମାଣକୁ ଦୈନିକ ୧୫ହଜାରକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ନମୂନା ପରୀକ୍ଷା ସଂଖ୍ୟା ବୃଦ୍ଧି ଦିଗରେ ସରକାରୀ ସ୍ତରରେ ପଦକ୍ଷେପ ନିଆନଯିବା ଅତ୍ୟନ୍ତ ଉଦବେଗର ବିଷୟ ହୋଇଛି। ଯଦିଓ ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବନିମ୍ନ ୧୦୦ ରହୁଛି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ମେ’ ୩ରୁ ଏପର୍ଯ୍ୟନ୍ତ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ୫ଲକ୍ଷ ୭୯ହଜାର ୬୪୬ଜଣ ଓଡ଼ିଆ ଫେରିଛନ୍ତି। ଆଜି ମଧ୍ୟ ୭୨୨ଜଣ ପ୍ରବାସୀ ଓଡ଼ିଶା ଆସିଛନ୍ତି। ଓଡ଼ିଶା ଫେରୁଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ହୋଇଥିବାବେଳେ ସେମାନଙ୍କର କୋଭିଡ୍ ନମୂନା ପରୀକ୍ଷା କରାଯିବ ବୋଲି ସରକାର କହିଥିଲେ। କିନ୍ତୁ ଏବେ ସେମାନଙ୍କର ନମୂନା ପରୀକ୍ଷା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉନଥିବା ଜଣାପଡ଼ିଛି।
ଯେଉଁଥିପାଇଁ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ରାଜ୍ୟରେ ଉଗ୍ର ରୂପ ନେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story