ଦୁଇ ବର୍ଷରେ ରାଜ୍ୟରେ ବଢ଼ିଛି ୫୮୦ ଭିକ୍ଷୁକ, ଆଗରେ କଟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିକାରୀ ମୁକ୍ତ ରାଜ୍ୟ ଗଠନ ପାଇଁ ସରକାର ମାଳମାଳ ଯୋଜନା ପ୍ରଣୟନ କରିଥିଲେ। ଏହା ସତ୍ତ୍ୱେ ରାଜ୍ୟରେ ବଢ଼ି ଚାଲିଛି ଭିକାରୀ ସଂଖ୍ୟା। ରାଜ୍ୟବ୍ୟାପୀ ଭିକାରୀଙ୍କ ସଂଖ୍ୟା ଯାଇ ପହଞ୍ଚିଲାଣି ୭ ହଜାର ପାଖାପାଖି। ଆଜି ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା। ବିଜେପି ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୬,୯୭୦ ଜଣ […]

Beggar

Beggar

Manoranjan Sial
  • Published: Thursday, 09 December 2021
  • Updated: 09 December 2021, 08:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିକାରୀ ମୁକ୍ତ ରାଜ୍ୟ ଗଠନ ପାଇଁ ସରକାର ମାଳମାଳ ଯୋଜନା ପ୍ରଣୟନ କରିଥିଲେ। ଏହା ସତ୍ତ୍ୱେ ରାଜ୍ୟରେ ବଢ଼ି ଚାଲିଛି ଭିକାରୀ ସଂଖ୍ୟା। ରାଜ୍ୟବ୍ୟାପୀ ଭିକାରୀଙ୍କ ସଂଖ୍ୟା ଯାଇ ପହଞ୍ଚିଲାଣି ୭ ହଜାର ପାଖାପାଖି। ଆଜି ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା।

ବିଜେପି ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୬,୯୭୦ ଜଣ ଭିକାରୀ ଅଛନ୍ତି। ସେଥିରେ  ୪୧୨୮ ପୁରୁଷ ଓ ୨ ୮୪୨ ମହିଳା ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦୁଇ ବର୍ଷରେ ଭିକ୍ଷୁକଙ୍କ ସଂଖ୍ୟା ୫୮୦ ବଢ଼ିଛି। କଟକ ସହରରେ ସର୍ବାଧିକ ୧୦୬୦ ଥିବା ବେଳେ ବରଗଡ, ବଲାଙ୍ଗୀର ଓ ଗଞ୍ଜାମରେ  ୫୦୦ ଜଣ ଅଛନ୍ତି। ଠିକ୍‌ ସେମିତି ଖୋର୍ଦ୍ଧା ଜିଲ୍ଲାରେ ୪୧୮ ଥିବା ବେଳେ ରାଜଧାନୀରେ ମଧ୍ୟ ଭିକାରୀ ଅଧିକ ମଛନ୍ତି। ବୌଦ୍ଧ, ଦେବଗଡ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କମ୍‌ ଭିକାରୀ ଅଛନ୍ତି।

ସେପଟେ କଟକ ସହରରେ ଭିକାରୀଙ୍କ ଥଇଥାନ ପାଇଁ ବେଗାର୍‌ ହୋମ୍‌ ଆରମ୍ଭ ହେବ ବୋଲି କହିଛନ୍ତି ସିଏମ୍‌ସି କମିଶନର ଅନନ୍ୟା ଦାସ। ଏପଟେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସହ ମିଶି କାମ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ବିକାଶ କହିଛି, ଭୁବନେଶ୍ୱରରେ ବେଗାର୍‌ ଫ୍ରି ଅଭିଯାନ ଜରିଆରେ ଏବେ ସୁଦ୍ଧା ୩୦୦ ଭିକ୍ଷୁକଙ୍କୁ ଉଦ୍ଧାର କରାଯାଇଛି। ସରକାର ଅଧିକ ସଂଖ୍ୟା ପାଇଁ ଅନୁମତି ଦେଲେ, ସେହି ଅନୁଯାୟୀ, କାମ କରିବୁ ବୋଲି କହିଛି ଏହି ସଂସ୍ଥା କହିଛି।

ବିଧାନସଭାରେ ପଚରା ଯାଇଥିବା ୨ଟି ପୃଥକ ପ୍ରଶ୍ନରେ ଅଲଗା ଅଲଗା ତଥ୍ୟ ଦର୍ଶାଇଛନ୍ତି ମନ୍ତ୍ରୀ। ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନରେ ୬୯୭୦ ଏବଂ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନରେ ୬,୭୯୩ ଭିକ୍ଷୁକ ଥିବା ଦର୍ଶାଯାଇଛି। ସେପଟେ ରାଜ୍ୟରେ ଭିକ୍ଷୁକଙ୍କ ସଂଖ୍ୟା ବଢ଼ିବାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ଏନେଇ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story