ଖଣି ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢ଼ଉ

ଭୁବନେଶ୍ୱର/ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଖଣି ବ୍ୟବସାୟୀ ଶ୍ରୀବାସ ଜେନାଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି। ତାଙ୍କ ଧର୍ମଶାଳା, ଭୁବନେଶ୍ୱର ସ୍ଥିତ ଘର, ଅଫିସ୍‌ ଓ କ୍ରସର ୟୁନିଟ୍‌ରେ ଚଢଉ ହୋଇଛି। ଏଥିସହ ତାଙ୍କ ଲିଙ୍କରେ ଅନ୍ୟ ବ୍ୟବସାୟୀଙ୍କ ଘରେ ମଧ୍ୟ ଚଢ଼ଉ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ଆୟକର ବିଭାଗର ଟିମ୍‌ ଧର୍ମଶାଳା ସାରୋଇ ଅଞ୍ଚଳର ଲଘୁଖଣିଜ ବ୍ୟବସାୟୀ ଶ୍ରୀବାସ ଜେନାଙ୍କ ଘରେ ଚଢଉ କରିଥିଲା। ତାଙ୍କ ଲିଙ୍କରେ ଏକାଧିକ ଖଣି ମାଲିକଙ୍କ କାର୍ଯ୍ୟାଳୟ ଓ […]

Jajpur

Jajpur

Manoranjan Sial
  • Published: Thursday, 16 June 2022
  • Updated: 16 June 2022, 05:46 PM IST

Sports

Latest News

ଭୁବନେଶ୍ୱର/ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଖଣି ବ୍ୟବସାୟୀ ଶ୍ରୀବାସ ଜେନାଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି। ତାଙ୍କ ଧର୍ମଶାଳା, ଭୁବନେଶ୍ୱର ସ୍ଥିତ ଘର, ଅଫିସ୍‌ ଓ କ୍ରସର ୟୁନିଟ୍‌ରେ ଚଢଉ ହୋଇଛି। ଏଥିସହ ତାଙ୍କ ଲିଙ୍କରେ ଅନ୍ୟ ବ୍ୟବସାୟୀଙ୍କ ଘରେ ମଧ୍ୟ ଚଢ଼ଉ ହୋଇଥିବା ଜଣାପଡ଼ିଛି।

ଆଜି ସକାଳେ ଆୟକର ବିଭାଗର ଟିମ୍‌ ଧର୍ମଶାଳା ସାରୋଇ ଅଞ୍ଚଳର ଲଘୁଖଣିଜ ବ୍ୟବସାୟୀ ଶ୍ରୀବାସ ଜେନାଙ୍କ ଘରେ ଚଢଉ କରିଥିଲା। ତାଙ୍କ ଲିଙ୍କରେ ଏକାଧିକ ଖଣି ମାଲିକଙ୍କ କାର୍ଯ୍ୟାଳୟ ଓ କ୍ରସର ୟୁନିଟ୍‌ରେ ଚଢ଼ଉ କରିଥିଲା ଆୟକର ବିଭାଗ। ଏହା ପରେ ଆୟକର ବିଭାଗ ଶ୍ରୀବାସ ଜେନାଙ୍କ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ଘର ଓ ଅଫିସ୍‌ରେ ଚଢ଼ଉ କରିଥିଲା। ଏହି ଚଢଉ ସମୟରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ତେବେ କେଉଁ କାରଣରୁ ଚଢ଼ଉ ହେଉଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଟିକସ୍‌ ଫାଙ୍କି ଅଭିଯୋଗରେ ଚଢଉ ହୋଇଥିବା ଅନୁମାନ କରାଯାଉଛି।

ଅଭିଯୋଗରୁ ପ୍ରକାଶ, ଖଣି ମାଲିକ ଶ୍ରୀବାସ ଜେନାଙ୍କ ଉପରେ କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କି ଅଭିଯୋଗ ହୋଇଥିଲା। ଏହି ରାଜସ୍ୱ ଆଦାୟ କରିବା ପାଇଁ ତହସିଲଦାରଙ୍କୁ ନୋଟିସ୍‌ ଜାରି କରାଯାଇଥିଲା।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story