ଏହି କାରଣରୁ ବିମାନ ଉଡ଼ାଣରେ ବିଳମ୍ବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦର ଇଣ୍ଡିଗୋ ବିମାନ ଉଡ଼ାଣକାରୀ ସଂସ୍ଥାର କମ୍ପ୍ୟୁଟରରେ ପ୍ରାୟ ୨ ଘଣ୍ଟା ଧରି ତ୍ରୁଟି ଦେଖା ଦେଇଥିଲା। ଯାହାଫଳରେ କୌଣସି କାର୍ଯ୍ୟ ହୋଇପାରି ନ ଥିଲା। ଏହାଦ୍ୱାରା ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବେଶ୍‌ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ କେତେକ ବିମାନ ବିଳମ୍ବରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବାରୁ ଏଠାରୁ ଉଡ଼ାଣ ଭରିବାରେ ବିଳମ୍ବ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା। ନୂଆଦିଲ୍ଲୀରେ […]

indigo(2)

indigo(2)

Manoranjan Sial
  • Published: Monday, 04 November 2019
  • Updated: 04 November 2019, 06:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦର ଇଣ୍ଡିଗୋ ବିମାନ ଉଡ଼ାଣକାରୀ ସଂସ୍ଥାର କମ୍ପ୍ୟୁଟରରେ ପ୍ରାୟ ୨ ଘଣ୍ଟା ଧରି ତ୍ରୁଟି ଦେଖା ଦେଇଥିଲା। ଯାହାଫଳରେ କୌଣସି କାର୍ଯ୍ୟ ହୋଇପାରି ନ ଥିଲା। ଏହାଦ୍ୱାରା ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବେଶ୍‌ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ କେତେକ ବିମାନ ବିଳମ୍ବରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବାରୁ ଏଠାରୁ ଉଡ଼ାଣ ଭରିବାରେ ବିଳମ୍ବ ହୋଇଛି।

ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା। ନୂଆଦିଲ୍ଲୀରେ ପ୍ରଦୂଷଣ ଯୋଗୁ ଗତ କିଛିଦିନ ଧରି ନୂଆଦିଲ୍ଲୀରୁ ଆସୁଥିବା ବିମାନଗୁଡ଼ିକ ଅହେତୁକ ବିଳମ୍ବ ହେଉଥିବା ଶ୍ରୀ ହୋତା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story