ଶିଶୁ ଓ ମାତୃ ମୃତ୍ୟୁହାର ରୋକିବାରେ ଓଡ଼ିଶା ପଛରେ ପଡ଼ିଛି: ଡାକ୍ତର ନରେଶ ତ୍ରେହାନ

ଭୁବନେଶ୍ୱର: ଶିଶୁ ଓ ମାତୃ ମୃତ୍ୟୁହାର ରୋକିବାରେ ଓଡ଼ିଶା ପଛରେ ପଡ଼ିଯାଇଛି ବୋଲି କହିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ହାର୍ଟ ସର୍ଜନ ତଥା ମେଦାନ୍ତ ହସ୍‌ପିଟାଲ୍‌ର ଚେୟାରମ୍ୟାନ୍‌ ଡକ୍ଟର ନରେଶ ତ୍ରେହାନ। ଓଟିଭିର ସପ୍ତମ ବାର୍ଷିକ ଆଲୋଚନାଚକ୍ର ଫୋର୍‌ସାଇଟ୍ ୨୦୧୭ରେ ଯୋଗ ଦେଇ ସେ ଏହା କହିଛନ୍ତି। ଡକ୍ଟର ତ୍ରେହାନ କହିଥିଲେ,“ସ୍ୱାସ୍ଥ୍ୟସେବାରେ ହେଉଥିବା ଖର୍ଚ୍ଚ ଯୋଗୁଁ ଆମ ଦେଶରେ ବାର୍ଷିକ ଦୁଇ ପ୍ରତିଶତ ଲୋକ ଗରିବରେଖା ତଳକୁ ଠେଲି ହୋଇ ଯାଉଛନ୍ତି। ଏହା ଏକ ଅନୈତିକ ସ୍ଥିତି […]

naresh-

naresh-

Rakesh Mallick
  • Published: Saturday, 04 February 2017
  • Updated: 04 February 2017, 05:12 PM IST

Sports

Latest News

ଭୁବନେଶ୍ୱର: ଶିଶୁ ଓ ମାତୃ ମୃତ୍ୟୁହାର ରୋକିବାରେ ଓଡ଼ିଶା ପଛରେ ପଡ଼ିଯାଇଛି ବୋଲି କହିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ହାର୍ଟ ସର୍ଜନ ତଥା ମେଦାନ୍ତ ହସ୍‌ପିଟାଲ୍‌ର ଚେୟାରମ୍ୟାନ୍‌ ଡକ୍ଟର ନରେଶ ତ୍ରେହାନ। ଓଟିଭିର ସପ୍ତମ ବାର୍ଷିକ ଆଲୋଚନାଚକ୍ର ଫୋର୍‌ସାଇଟ୍ ୨୦୧୭ରେ ଯୋଗ ଦେଇ ସେ ଏହା କହିଛନ୍ତି।

ଡକ୍ଟର ତ୍ରେହାନ କହିଥିଲେ,“ସ୍ୱାସ୍ଥ୍ୟସେବାରେ ହେଉଥିବା ଖର୍ଚ୍ଚ ଯୋଗୁଁ ଆମ ଦେଶରେ ବାର୍ଷିକ ଦୁଇ ପ୍ରତିଶତ ଲୋକ ଗରିବରେଖା ତଳକୁ ଠେଲି ହୋଇ ଯାଉଛନ୍ତି। ଏହା ଏକ ଅନୈତିକ ସ୍ଥିତି ଓ ଏହା କ୍ରମେ ବଡ଼ ପ୍ରସଙ୍ଗ ହେବାକୁ ଯାଉଛି।”

ସେ କହିଥିଲେ,“ଭିତ୍ତିଭୂମିର ଅଭାବ ଯୋଗୁଁ ଭାରତରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଓଡ଼ିଶାରେ ବିଶେଷ କରି ଡାକ୍ତରମାନଙ୍କ ଅଭାବ ରହିଛି।”

ସେ କହିଥିଲେ,“ଜଣେ ଡାକ୍ତରଙ୍କୁ ତିଆରି କରିବାକୁ ୧୦ ବର୍ଷ ଲାଗି ଯାଏ। ଆମ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଆମେ ପଛରେ ପଡ଼ି ଯାଇଛନ୍ତି।”

ମୋବାଇଲ୍ ମେଡିକାଲ୍ ୟୁନିଟ୍, ଆଶାକର୍ମୀଙ୍କୁ ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story