ଶୀତରେ ଥରୁଛି ସାରା ଓଡ଼ିଶା, ଦାରିଙ୍ଗବାଡ଼ିରେ ସବୁଠୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ହେଉଛି। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି। ଆଜି ସକାଳ ୯ଟା ସୁଦ୍ଧା ଦାରିଙ୍ଗବାଡ଼ିରେ ତାପମାତ୍ରା ୬ ଡିଗ୍ରୀ ରହିଥିଲା। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏସୂଚନା ଦିଆଯାଇଛି। ସେହିପରି ଅନୁଗୋଳରେ ତାପମାତ୍ରା ୬.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୬.୯, ଫୁଲବାଣୀରେ ୭, ସୁନ୍ଦରଗଡ଼ରେ ୭, ସମ୍ବଲପୁରରେ ୮.୧, ବାଲେଶ୍ୱରରେ ଓ ବାରିପଦାରେ ୮.୫ ଡିଗ୍ରୀ ରହିଥିଲା। […]

coldwave

coldwave

Jitendra Garnayak
  • Published: Saturday, 29 December 2018
  • Updated: 29 December 2018, 11:13 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ହେଉଛି। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି। ଆଜି ସକାଳ ୯ଟା ସୁଦ୍ଧା ଦାରିଙ୍ଗବାଡ଼ିରେ ତାପମାତ୍ରା ୬ ଡିଗ୍ରୀ ରହିଥିଲା। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏସୂଚନା ଦିଆଯାଇଛି।

ସେହିପରି ଅନୁଗୋଳରେ ତାପମାତ୍ରା ୬.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୬.୯, ଫୁଲବାଣୀରେ ୭, ସୁନ୍ଦରଗଡ଼ରେ ୭, ସମ୍ବଲପୁରରେ ୮.୧, ବାଲେଶ୍ୱରରେ ଓ ବାରିପଦାରେ ୮.୫ ଡିଗ୍ରୀ ରହିଥିଲା।

ଭୁବନେଶ୍ୱର ଓ କଟକରେ ବି ପ୍ରବଳ ଶୀତ ହେଉଛି। ଆଜି ସକାଳ ୯ଟା ସୁଦ୍ଧା ଏହି ଦୁଇ ସହରର ତାପମାତ୍ରା ଯଥାକ୍ରମେ ୯.୫ ଓ ୯.୪ ଡିଗ୍ରୀ ରହିଥିଲା।
ପ୍ରବଳ ଶୀତ ସାଙ୍ଗକୁ ଅନେକ ଅନେକ ସ୍ଥାନରେ କୁହୁଡ଼ି ମଧ୍ୟ ପଡୁଛି। ତେଣୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। କିଛି ସ୍ଥାନରେ ତୁଷାରପାତ ମଧ୍ୟ ହୋଇଥିବା ସୂଚନା ମିଳିଛି।

ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ହାଡ଼ଭଙ୍ଗା ଶୀତ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story