୬ରେ ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୬ ତାରିଖରେ ଛତିଶଗଡ଼ ରାୟପୁରରେ ହେବ ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ। ବୈଠକରେ ହୀରାକୁଦ ଡ୍ୟାମ୍‌ର ଜଳ ପରିଚାଳନା ନେଇ ଆଲୋଚନା ହେବ। ଏଥିରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ଜଳ ସମ୍ପଦ ଅଧିକାରୀମାନେ ଯୋଗଦେବେ। ହୀରାକୁଦ ଡ୍ୟାମ୍‌ର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମେତ ମୁଖ୍ୟଯନ୍ତ୍ରୀ ମଧ୍ୟ ଯୋଗଦେବେ। ଉଭୟ ରାଜ୍ୟ ମଧ୍ୟରେ ତଥ୍ୟ ଆଦାନପ୍ରଦାନ ଓ ସମନ୍ୱୟ ନେଇ ବୈଠକରେ ଆଲୋଚନା ହେବ ବୋଲି ହୀରାକୁଦ ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ […]

HIRAKUD,0

Tapaswini Nayak
  • Published: Thursday, 01 August 2019
  • , Updated: 01 August 2019, 01:27 PM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୬ ତାରିଖରେ ଛତିଶଗଡ଼ ରାୟପୁରରେ ହେବ ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ। ବୈଠକରେ ହୀରାକୁଦ ଡ୍ୟାମ୍‌ର ଜଳ ପରିଚାଳନା ନେଇ ଆଲୋଚନା ହେବ। ଏଥିରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ଜଳ ସମ୍ପଦ ଅଧିକାରୀମାନେ ଯୋଗଦେବେ।

ହୀରାକୁଦ ଡ୍ୟାମ୍‌ର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମେତ ମୁଖ୍ୟଯନ୍ତ୍ରୀ ମଧ୍ୟ ଯୋଗଦେବେ। ଉଭୟ ରାଜ୍ୟ ମଧ୍ୟରେ ତଥ୍ୟ ଆଦାନପ୍ରଦାନ ଓ ସମନ୍ୱୟ ନେଇ ବୈଠକରେ ଆଲୋଚନା ହେବ ବୋଲି ହୀରାକୁଦ ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ସୁନୀଲ ନାୟକ ସୂଚନା ଦେଇଛନ୍ତି।

Related story