ଖାକି ପୋଷାକକୁ ଅଲବିଦା କହି ଇମୋଶନାଲ ହେଲେ IPS ସତ୍ୟଜିତ

କଟକ(ଓଡ଼ିଶା ରିପୋର୍ଟର): ପୁଲିସ୍‌ ବିଭାଗରେ ୩୩ ବର୍ଷ କାମ କରି ଗତକାଲି ସ୍ୱେଚ୍ଛାକୃତ ଅବସର ନେଇଥିବା IPS ସତ୍ୟଜିତ ମହାନ୍ତି ଆଜି OPSC ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୁଲିସ୍‌ ବିଭାଗରେ ସତ୍ୟଜିତ୍ ମହାନ୍ତି ଲମ୍ବା ସମୟ ଧରି ସଫଳତାର ସହ ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଆଜି OPSCର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସତ୍ୟଜିତ ମହାନ୍ତି କହିଛନ୍ତି, […]

Satyajit Mohanty

Satyajit Mohanty

Niharika Rout
  • Published: Monday, 01 March 2021
  • Updated: 09 March 2021, 04:22 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ପୁଲିସ୍‌ ବିଭାଗରେ ୩୩ ବର୍ଷ କାମ କରି ଗତକାଲି ସ୍ୱେଚ୍ଛାକୃତ ଅବସର ନେଇଥିବା IPS ସତ୍ୟଜିତ ମହାନ୍ତି ଆଜି OPSC ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି

ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୁଲିସ୍‌ ବିଭାଗରେ ସତ୍ୟଜିତ୍ ମହାନ୍ତି ଲମ୍ବା ସମୟ ଧରି ସଫଳତାର ସହ ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି।

[caption id="attachment_623587" align="alignnone" width="650"]Satyajit Mohanty IPS ସତ୍ୟଜିତ ମହାନ୍ତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଛି।[/caption]

ଆଜି OPSCର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସତ୍ୟଜିତ ମହାନ୍ତି କହିଛନ୍ତି, OPSCର ଯେଉଁ ପରୀକ୍ଷା ହେଉଛି ତାହା ଯେପରି ରେଗୁଲାର ହୋଇପାରିବ  ସେଥିପ୍ରତି ଧ୍ୟାନ ଦେବି। ବହୁ ଡାକ୍ତର, ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ସେସବୁ ପୂରଣ କରି ଚିକିତ୍ସା ଭିତ୍ତିଭୂମି ସୁଦୃଢ କରାଯିବ। ଏହି ପରୀକ୍ଷାରେ ସ୍ୱଚ୍ଛତା ଅବଲମ୍ବନ ଲାଗି ଚେଷ୍ଟା କରାଯିବ।

[caption id="attachment_623588" align="aligncenter" width="650"]Satyajit Mohanty OPSC ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରୁଛନ୍ତି ସତ୍ୟଜିତ ମହାନ୍ତି।[/caption]

ଗତକାଲି ଖାକି ପୋଷାକକୁ ଅଲବିଦା କହିଥିଲେ ବିଦାୟୀ ସମ୍ବର୍ଦ୍ଧନା ଦେବା ବେଳେ ବେଶ୍‌ ଭାବ ବିହ୍ୱଳ ହୋଇପଡିଥିଲେ ସତ୍ୟଜିତ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story