୪ ବର୍ଷର ପିଲା ପାଟିରେ ପଶିଗଲା ଲୁହା ରଡ଼

ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର): ୪ ବର୍ଷର ପିଲା ପାଟିରେ ପଶିଗଲା ଲୁହା ରଡ୍। ପିଲାଟି  ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ତାକୁ MKCG  ମେଡିକାଲରେ ଭିର୍ତ୍ତି କରାଯାଇଛି। କେଶପୁର ନିକଟ ଖଣ୍ଡଦେଉଳି ଗାଁରେ ଘଟିଛି ଏହି ଅଘଟଣ। ଖେଳୁଥିଲା ବେଳେ ପିଲାଟି ପାଟିରେ ଲୁହା ରଡ୍ ପଶିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବେକରେ ଲୁହା ରଡ୍ ପଶିଥିବା ଶିଶୁର ସରିଛି ଅପରେସନ୍। ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଶିଶୁର ଅପରେସନ୍ ସରିଛି। ଲୁହା ରଡ୍‌କୁ […]

690-1

690-1

Tapas Behera
  • Published: Sunday, 02 August 2020
  • Updated: 02 August 2020, 07:13 PM IST

Sports

Latest News

ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର): ୪ ବର୍ଷର ପିଲା ପାଟିରେ ପଶିଗଲା ଲୁହା ରଡ୍। ପିଲାଟି  ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ତାକୁ MKCG  ମେଡିକାଲରେ ଭିର୍ତ୍ତି କରାଯାଇଛି। କେଶପୁର ନିକଟ ଖଣ୍ଡଦେଉଳି ଗାଁରେ ଘଟିଛି ଏହି ଅଘଟଣ। ଖେଳୁଥିଲା ବେଳେ ପିଲାଟି ପାଟିରେ ଲୁହା ରଡ୍ ପଶିଯାଇଛି।

ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବେକରେ ଲୁହା ରଡ୍ ପଶିଥିବା ଶିଶୁର ସରିଛି ଅପରେସନ୍। ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଶିଶୁର ଅପରେସନ୍ ସରିଛି। ଲୁହା ରଡ୍‌କୁ ଅତି ଯତ୍ନର ସହ ବେକରୁ ବାହାର କରାଯାଇଛି।

ହସ୍ପିଟାଲରେ ଶିଶୁ ବିଭାଗରେ ସର୍ଜରୀ କରାଯାଇଥିବା ଜଣାପଡ଼ିଛି। ହସ୍ପିଟାଲ୍‌ରେ ଶିଶୁ ବିଭାଗରେ ଘଣ୍ଟାଏ ଅପରେସନ୍ ହୋଇଥିଲା। ଏବେ ଶିଶୁଟି ସୁସ୍ଥ ଥିବା ସହ ତାଙ୍କୁ ଆଇସିୟୁରେ ଡାକ୍ତରୀ ଟିମ୍‌ର ନଜରରେ ରଖାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos