ପୁଅଙ୍କ ପାଇଁ ବିଜେଡି ସହ ମୂଲଚାଲ କରୁଛନ୍ତି ଦାମ !

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ପୁଅ ସମ୍ବିତ ରାଉତରାୟଙ୍କ ରାଜନୀତିକ କ୍ୟାରିୟର ଗଢ଼ିବା ଲକ୍ଷ୍ୟରେ ବିଜେଡି ସହ ମୂଲଚାଲ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ପୁଅ ସମ୍ବିତଙ୍କୁ ବିଜେଡି କିଭଳି ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିବ ସେଥିପାଇଁ ଚାପ ସୃଷ୍ଟି କରିବାରେ ଲାଗିଥିବା କୁହାଯାଉଛି। ପୁଅକୁ ଯଦି ପାରାଦୀପରୁ ବିଜେଡି ପ୍ରାର୍ଥୀ କରେ ତେବେ ସେ ନିଜେ ନିର୍ବାଚନ ନ ଲଢ଼ିପାରନ୍ତି ବୋଲି ଇସାରା […]

tt

tt

Hemant Lenka
  • Published: Tuesday, 29 January 2019
  • Updated: 29 January 2019, 08:00 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ପୁଅ ସମ୍ବିତ ରାଉତରାୟଙ୍କ ରାଜନୀତିକ କ୍ୟାରିୟର ଗଢ଼ିବା ଲକ୍ଷ୍ୟରେ ବିଜେଡି ସହ ମୂଲଚାଲ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।

ପୁଅ ସମ୍ବିତଙ୍କୁ ବିଜେଡି କିଭଳି ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିବ ସେଥିପାଇଁ ଚାପ ସୃଷ୍ଟି କରିବାରେ ଲାଗିଥିବା କୁହାଯାଉଛି। ପୁଅକୁ ଯଦି ପାରାଦୀପରୁ ବିଜେଡି ପ୍ରାର୍ଥୀ କରେ ତେବେ ସେ ନିଜେ ନିର୍ବାଚନ ନ ଲଢ଼ିପାରନ୍ତି ବୋଲି ଇସାରା କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ନିର୍ବାଚନ ଲଢ଼ିବା ତାଙ୍କ ପାଇଁ ଅପରିହାର୍ଯ୍ୟ ନୁହେଁ। ସେ ଚାକିରି କରୁଥିଲେ, ସ୍ୱର୍ଗତଃ ବିଜୁ ପଟ୍ଟନାୟକ ତାଙ୍କ ଚାକିରି ଛଡ଼ାଇ ରାଜନୀତିକୁ ଆଣିଥିଲେ ଓ ପାରାଦୀପର ଦାୟିତ୍ୱ ଦେଇଥିଲେ। ନିର୍ବାଚନ ଲଢ଼ିବା ପାଇଁ ସବୁଥର ଲୋକମାନେ ତାଙ୍କୁ କୁହନ୍ତି ଓ ତାକୁ ସେ ପାଳନ କରନ୍ତି।

ସେ କେହି ନୁହନ୍ତି, ଲୋକମାନେ ହେଉଛନ୍ତି ତାଙ୍କ ପ୍ରଭୁ। ତାଙ୍କ ପୁଅକୁ ପ୍ରାର୍ଥୀ କରି ବିଜେଡି ପାରାଦୀପବାସୀଙ୍କ ଗୁଡୱିଲ ପାଇବାକୁ ଚାହୁଁନି ବରଂ ତାଙ୍କୁ ଅସୁବିଧାରେ ପକାଇ ଅପମାନିତ କରିବାକୁ ଚାହୁଁଛି।

ପୁଅ ଯୋଗ୍ୟ, ତା'ପାଇଁ ସେ ଗର୍ବ କରନ୍ତି। ପୁଅକୁ ଡାକିନେଇ ବିଜେଡି ସମ୍ପାଦକ କରିଛନ୍ତି କିନ୍ତୁ ଦଳର କୌଣସି ସଭାସମିତିକୁ ଡାକୁନାହାନ୍ତି। ତାଙ୍କୁ ଅସୁବିଧାରେ ପକାଇବାକୁ ପୁଅ ନାଁକୁ ବିଜେଡି ବିକୁଛି। "ମୋତେ ତ ଲାଗୁନି ଦଳ (ତାଙ୍କ) ପୁଅକୁ ଟିକେଟ ଦେବ ବୋଲି, ଯଦି ଦେବାର ଥାନ୍ତା ତା'ହେଲେ ଦେବାଶିଷ ସାମନ୍ତରାୟ ଯାଇ ସେଠାରେ ବୁଲନ୍ତା ନାହିଁ। ଯଦି ପୁଅକୁ ପ୍ରାର୍ଥୀ କରିବେ ତା'ହେଲେ ସେତେବେଳେ ଦେଖିବା।

ସେ ଜଣେ ସାବାଳକ, ଆଉ ଯଦି ତାକୁ ବିଜେଡି ପ୍ରାର୍ଥୀ କରେ, ମୋ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ପଚାରି ନିଷ୍ପତ୍ତି ନେବି। ଯଦି ମୋ ପୁଅକୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି ତା'ହେଲେ କାହିଁକି ତାକୁ ନିର୍ବାଚନମଣ୍ଡଳୀ କଥା ବୁଝିବାକୁ କହୁନାହାନ୍ତି? ଦାୟିତ୍ବ ଦେଉନାହାନ୍ତି? ସେ ତ ଦଳରେ ଅଛି, ସମ୍ପାଦକ ଅଛି, ଆଉ କ'ଣ ତାକୁ ଢାଲ କରି ନିତ୍ୟାନନ୍ଦ ସାମନ୍ତରାୟ ପୁଅକୁ ସେଠି ଲଢ଼େଇବେ? ସେମିତି ହୋଇପାରିବନି" ବୋଲି ଡାକ୍ତର ରାଉତ କହିଛନ୍ତି।

ଡାକ୍ତର ରାଉତ ଏଭଳି ବୟାନ ଦେଇ ପରୋକ୍ଷରେ ନିଜ ପୁଅଙ୍କ ଟିକେଟ ପକ୍କା କରିବାର ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story