‘ଭିଡିଓ ଭାଇରାଲ ରୋକିବା ପୋଲିସର ଦାୟିତ୍ୱ’

<p>ଭୁବନେଶ୍ୱର: ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଭାଇରାଲ ନେଇ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଆଡ୍&zwnj;ଭାଇଜରୀ ଜାରି କରିଛନ୍ତି। ସେ କହିଛନ୍ତି,&ldquo;ଯେଉଁମାନେ ଏହି ଭିଡିଓ ଭାଇରାଲ କରୁଛନ୍ତି ତାହା ବେନିୟମ। ଭିଡିଓ ଭାଇରାଲ ରୋକିବାକୁ ସମସ୍ତ ଏସ୍&zwnj;ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।&rdquo;ଏହାସହିତ ଭିଡିଓ ଭାଇରାଲ ରୋକିବା ପୋଲିସର ଦାୟିତ୍ୱ ରହିଛି ବୋଲି ସାଇବର ଫରେନସିକ୍ ଲ୍ୟାବ୍ ଉଦ୍&zwnj;ଘାଟନ ଅବସରରେ ଡିଜି କହିଛନ୍ତି। ।</p> <p>ଆଜି ଷ୍ଟେଟ୍&zwnj; ଫରେନ୍&zwnj;ସିକ୍&zwnj; ଲାବୋରେଟୋରୀ ପରିସରରେ ଏକ ସାଇବର ଲ୍ୟାବ୍&zwnj; ଉଦ୍&zwnj;ଘାଟିତ ହୋଇଛି।</p>

Ordigital Desk
  • Published: Wednesday, 22 November 2017
  • Updated: 22 November 2017, 12:48 PM IST

Sports

Latest News

<p>ଭୁବନେଶ୍ୱର: ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଭାଇରାଲ ନେଇ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଆଡ୍&zwnj;ଭାଇଜରୀ ଜାରି କରିଛନ୍ତି। ସେ କହିଛନ୍ତି,&ldquo;ଯେଉଁମାନେ ଏହି ଭିଡିଓ ଭାଇରାଲ କରୁଛନ୍ତି ତାହା ବେନିୟମ। ଭିଡିଓ ଭାଇରାଲ ରୋକିବାକୁ ସମସ୍ତ ଏସ୍&zwnj;ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।&rdquo;ଏହାସହିତ ଭିଡିଓ ଭାଇରାଲ ରୋକିବା ପୋଲିସର ଦାୟିତ୍ୱ ରହିଛି ବୋଲି ସାଇବର ଫରେନସିକ୍ ଲ୍ୟାବ୍ ଉଦ୍&zwnj;ଘାଟନ ଅବସରରେ ଡିଜି କହିଛନ୍ତି। ।</p><p>ଆଜି ଷ୍ଟେଟ୍&zwnj; ଫରେନ୍&zwnj;ସିକ୍&zwnj; ଲାବୋରେଟୋରୀ ପରିସରରେ ଏକ ସାଇବର ଲ୍ୟାବ୍&zwnj; ଉଦ୍&zwnj;ଘାଟିତ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos