ଡାକ୍ତରଙ୍କ ହାତ ଧରି ଚାଲିଲା ଜଗା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୁବଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ ହେବ ଜଗା। ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା ଜଗାର ସ୍ୱାସ୍ଥ୍ୟବସ୍ଥାରେ ଏବେ ଦ୍ରୁତ ଉନ୍ନତି ଘଟୁଛି।  ସେ ଏବେ ସାଧାରଣ ପିଲାଙ୍କ ଭଳି ଖାଇବା, ପିଇବା କରିବା ସହିତ ଚଲାବୁଲା ବି କରି ପାରୁଛି।  ଜଗା ଆଜି ଏମ୍‌ସର ଡାକ୍ତର ଅଶୋକ ମହାପାତ୍ରଙ୍କ ହାତ ଧରି ଚାଲୁଥିବା ଫଟୋରେ ସାମ୍ନାକୁ ଆସିଛି। ଏଥିରେ ସେ ଜୋତା ଓ ଶୀତବସ୍ତ୍ର ପନ୍ଧିଥିବା ନଜର ଆସୁଛି। ଜଗା ଭଳି କାଳିଆର ସ୍ୱାସ୍ଥ୍ୟାବସ୍ଥାରେ […]

doctorcopy

doctorcopy

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 09:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୁବଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ ହେବ ଜଗା। ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା ଜଗାର ସ୍ୱାସ୍ଥ୍ୟବସ୍ଥାରେ ଏବେ ଦ୍ରୁତ ଉନ୍ନତି ଘଟୁଛି।  ସେ ଏବେ ସାଧାରଣ ପିଲାଙ୍କ ଭଳି ଖାଇବା, ପିଇବା କରିବା ସହିତ ଚଲାବୁଲା ବି କରି ପାରୁଛି।  ଜଗା ଆଜି ଏମ୍‌ସର ଡାକ୍ତର ଅଶୋକ ମହାପାତ୍ରଙ୍କ ହାତ ଧରି ଚାଲୁଥିବା ଫଟୋରେ ସାମ୍ନାକୁ ଆସିଛି। ଏଥିରେ ସେ ଜୋତା ଓ ଶୀତବସ୍ତ୍ର ପନ୍ଧିଥିବା ନଜର ଆସୁଛି।

ଜଗା ଭଳି କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ଶୀଘ୍ର ସୁଧାର ଆସୁଥିବା ସୂଚନା ଦେଇଛନ୍ତି ଏମ୍‌ସ କର୍ତ୍ତୃପକ୍ଷ। ପ୍ରଥମେ ଆଇସିୟୁ ଓ ପରେ ଏନ୍ଆଇସିୟୁକୁ ଆସିବା ପରେ କାଳିଆ ଏବେ ଜେନେରାଲ୍ ୱାର୍ଡରେ ରହିଛି।  କାଳିଆକୁ ଗ୍ରାଇଣ୍ଡିଂ କରି ବିଭିନ୍ନ ଖାଦ୍ୟ ଦିଆଯାଉଛି। ବିଶେଷ କରି ଅଣ୍ଡା ଓ ଦହି ଖାଇବାରେ ରୁଚି ରଖୁଛି କାଳିଆ। ଏଭଳି ପରିସ୍ଥିତିରେ କାଳିଆ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି ଏମ୍‌ସ କର୍ତ୍ତୃପକ୍ଷ।

jaga1କନ୍ଧମାଳ ଜିଲ୍ଲାର ଏହି ଦୁଇ ଭାଇ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବାବେଳେ ପ୍ରଥମେ ଖବର ପ୍ରସାରଣ କରିଥିଲା ଓଟିଭି। ଏହାପରେ ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ପରେ ଦିଲ୍ଲୀ ଏମ୍‌ସରେ ଉଭୟଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପର୍ଯ୍ୟାୟକ୍ରମେ ଅପରେସନ୍ ପରେ ଉଭୟଙ୍କୁ ଉଭୟଙ୍କ ଠାରୁ ଅଲଗା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story