‘ପ୍ରଶାସନ ନବୁଝିଲେ ଆମେ କୋର୍ଟ ଯିବୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀ, ବିଧାୟକଙ୍କ ନାଁରେ କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗ ପ୍ରସଙ୍ଗରେ ପ୍ରଶାସନ ନବୁଝିଲେ କୋର୍ଟ ଯିବୁ ବୋଲି କହିଛି ଶ୍ରୀଜଗନ୍ନାଥ ସେନା। ଏନେଇ ପୁରୀ ଏସପିଙ୍କ ଠାରେ ତଥ୍ୟ ପ୍ରମାଣ ଦାଖଲ କରିଛି ଶ୍ରୀଜଗନ୍ନାଥ ସେନା। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏନେଇ  ତଥ୍ୟ ଦାଖଲ କରିଛନ୍ତି। ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ସଂପର୍କରେ ତଥ୍ୟ  ଦାଖଲ କରାଯାଇଛି। ଉଭୟଙ୍କ ଟେଷ୍ଟ ତାରିଖ ଓ ଆଇସୋଲେସନ ଅବଧି ତଥ୍ୟ ଦାଖଲ […]

8bn

8bn

Tapas Behera
  • Published: Tuesday, 06 October 2020
  • Updated: 06 October 2020, 03:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀ, ବିଧାୟକଙ୍କ ନାଁରେ କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗ ପ୍ରସଙ୍ଗରେ ପ୍ରଶାସନ ନବୁଝିଲେ କୋର୍ଟ ଯିବୁ ବୋଲି କହିଛି ଶ୍ରୀଜଗନ୍ନାଥ ସେନା। ଏନେଇ ପୁରୀ ଏସପିଙ୍କ ଠାରେ ତଥ୍ୟ ପ୍ରମାଣ ଦାଖଲ କରିଛି ଶ୍ରୀଜଗନ୍ନାଥ ସେନା। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏନେଇ  ତଥ୍ୟ ଦାଖଲ କରିଛନ୍ତି। ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ସଂପର୍କରେ ତଥ୍ୟ  ଦାଖଲ କରାଯାଇଛି।

ଉଭୟଙ୍କ ଟେଷ୍ଟ ତାରିଖ ଓ ଆଇସୋଲେସନ ଅବଧି ତଥ୍ୟ ଦାଖଲ କରାଯାଇଛି। ପ୍ରଶାସନ ଘଟଣାର ତଦନ୍ତ କରିବାକୁ ଦାବି କଲେ ପ୍ରିୟଦର୍ଶନ। ପ୍ରଶାସନ ତଦନ୍ତ ନକଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ କହିଛନ୍ତି ପ୍ରିୟଦର୍ଶନ। ସୂଚନା ଅନୁଯାୟୀ, ମନ୍ତ୍ରୀ ସମୀର ଦାଶ ଓ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ଥାନାରେ ଏତଲା ହୋଇଛି।

ପୁରୀ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାଶ ଓ ଶ୍ରୀଜଗନ୍ନାଥ ସେନା ସମୁଦ୍ର କୂଳ ଥାନାରେ ଏତଲା ଦେଇଛନ୍ତି । ଏତଲା ଅନୁସାରେ କିଛି ଦିନ ତଳେ ସମୀର ଦାଶ ଓ ଉମାକାନ୍ତ ସାମନ୍ତରାୟ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ।   ଏହାସତ୍ତ୍ୱେ  ଦୁଇ ଜଣ ଦିବଂଗତ ବିଧାୟକ ମହାରଥୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ । ଶହ ଶହ ଲୋକଙ୍କ ଗହଣରେ ପୁରୀ ସ୍ୱର୍ଗଦ୍ୱାରରେ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ମଧ୍ୟ ସାମିଲ ହୋଇଥିଲେ । ଏହାଦ୍ୱାରା ବ୍ୟାପକ ସଂକ୍ରମଣ ଆଶଙ୍କା ରହିଥିବା ଅଭିଯୋଗ କରି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏତଲା  ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story