ନୂଆବର୍ଷରେ ଝଲସିବ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ

ପୁରୀ(ଓଡ଼ିଶା ରିପୋର୍ଟର): ନୂଆବର୍ଷରେ ଝଲସିବ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ସେଥିପାଇଁ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ବଡଦାଣ୍ଡର ରୂପ ଆଉ ରଙ୍ଗରେ ଆସିବ ନୂଆ ପରିବର୍ତ୍ତନ। ଭକ୍ତ ଓ ଦର୍ଶନାର୍ଥୀଙ୍କୁ ଏହା ବେଶ୍ ଆକର୍ଷିତ କରିବା ସହିତ ମିଳିବ ଏକ ନୂତନ ଅନୁଭୂତି। ୧୦୦ ମିଟର ପରିମିତ ବଡ଼ଦାଣ୍ଡ ପାଇଁ ନିର୍ମାଣ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି। ଡିସେମ୍ବର ୨୫ ତାରିଖ ପୂର୍ବରୁ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଏକ ବିରାଟ […]

puri.jpg11

puri.jpg11

Manoranjan Sial
  • Published: Sunday, 15 December 2019
  • Updated: 15 December 2019, 06:18 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ନୂଆବର୍ଷରେ ଝଲସିବ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ସେଥିପାଇଁ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ବଡଦାଣ୍ଡର ରୂପ ଆଉ ରଙ୍ଗରେ ଆସିବ ନୂଆ ପରିବର୍ତ୍ତନ। ଭକ୍ତ ଓ ଦର୍ଶନାର୍ଥୀଙ୍କୁ ଏହା ବେଶ୍ ଆକର୍ଷିତ କରିବା ସହିତ ମିଳିବ ଏକ ନୂତନ ଅନୁଭୂତି। ୧୦୦ ମିଟର ପରିମିତ ବଡ଼ଦାଣ୍ଡ ପାଇଁ ନିର୍ମାଣ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି। ଡିସେମ୍ବର ୨୫ ତାରିଖ ପୂର୍ବରୁ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଏକ ବିରାଟ ବ୍ୟାରିକେଡ ନିର୍ମାଣ କରାଯାଉଛି। ଏଥିରେ ୧୪ଟି ଧାଡି ରହିବା ସହ ଉପରେ ସେଡ୍‌ ବ୍ୟବସ୍ଥା କରାଯିବ। ଫଳରେ ଏକକାଳୀନ ବ୍ୟାରିକେଡ୍‌ ମଧ୍ୟରେ ଦୁଇରୁ ଚାରି ହଜାର ଭକ୍ତ ରହିବା ସହ ଖରା ଓ ବର୍ଷା ଦାଉରୁ ରକ୍ଷା ପାଇପାରିବେ। ଏହାସହ ମନ୍ଦିରକୁ ପ୍ରବେଶ ପୂର୍ବରୁ ପାଦ ଧୁଆ ପାଇଁ ସ୍ୱୟଂଚାଳିତ ପାଣିର ବନ୍ଦୋବସ୍ତ କରାଯିବ।

ଜୋତା, ଲଗେଜ ଓ ମୋବାଇଲ ରଖିବା ପାଇଁ ମାଗଣା କାଉଣ୍ଟର ଖୋଲିବ। ସ୍ଥାୟୀ ଟଏଲେଟ୍, ପାନୀୟଜଳର ବ୍ୟବସ୍ଥା ସହ ସୌନ୍ଦର୍ଯ୍ୟକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଶ୍ରୀମନ୍ଦିର ଆଗରୁ ମଙ୍ଗୁମଠ, ଏମାରମଠ, ବଡଆଖଡା ମଠ, ସାନଛତା ମଠ ଉଚ୍ଛେଦ ହୋଇଥିବାରୁ ପ୍ରଶସ୍ତ ଯାଗା ବାହାରିଛି। ଏହାକୁ ସୌନ୍ଦର୍ଯ୍ୟ କରଣ, ଗହଳି ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥା କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ ବଲଓ୍ୱନ୍ତ ସିଂ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story