ଭୋର ୩ ଟା ୪୪ରୁ ୪ଟା ୩୦ ମଧ୍ୟରେ ଉଠିବ ମହାଦୀପ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ରାଜ୍ୟର ସବୁ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ଶୈବ ପୀଠ ‘ବେଦବ୍ୟାସ ପୀଠ’ରେ ମଧ୍ୟ ଶେଷ ସ୍ପର୍ଶ ଦେଉଛନ୍ତି ମନ୍ଦିର ପରିଚାଳନା କମିଟିଛି। ରାଜା ରାଜୁଡା ଅମଳରୁ ଏଠାରେ ପୂଜା ପାଇ ଆସୁଛନ୍ତି ବାବା ଚନ୍ଦ୍ରଶେଖର ଓ ବାଲୁଙ୍କେଶ୍ୱର। କେବଳ ଯେ ସୁନ୍ଦରଗଡ ଜିଲ୍ଲା କାହିଁକି ପଡୋଶୀ ରାଜ୍ୟରୁ ମଧ୍ୟ ଏଠାକୁ ଭକ୍ତମାନେ ଆସିଥାଆନ୍ତି। ଶ୍ରଦ୍ଧାଳୁଙ୍କ ଭିଡକୁ […]

jagara-jatra-preparation

jagara-jatra-preparation

Manoranjan Sial
  • Published: Thursday, 20 February 2020
  • Updated: 20 February 2020, 04:00 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ରାଜ୍ୟର ସବୁ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ଶୈବ ପୀଠ ‘ବେଦବ୍ୟାସ ପୀଠ’ରେ ମଧ୍ୟ ଶେଷ ସ୍ପର୍ଶ ଦେଉଛନ୍ତି ମନ୍ଦିର ପରିଚାଳନା କମିଟିଛି।

ରାଜା ରାଜୁଡା ଅମଳରୁ ଏଠାରେ ପୂଜା ପାଇ ଆସୁଛନ୍ତି ବାବା ଚନ୍ଦ୍ରଶେଖର ଓ ବାଲୁଙ୍କେଶ୍ୱର। କେବଳ ଯେ ସୁନ୍ଦରଗଡ ଜିଲ୍ଲା କାହିଁକି ପଡୋଶୀ ରାଜ୍ୟରୁ ମଧ୍ୟ ଏଠାକୁ ଭକ୍ତମାନେ ଆସିଥାଆନ୍ତି। ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଶୁକ୍ରବାର ଭୋର ୩ଟାରେ ବାବାଙ୍କ ମନ୍ଦିର ଖୋଲିବ। ରୀତିକାନ୍ତି ସରିବା ପରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ବାବାଙ୍କୁ ଦର୍ଶନ କରିବେ। ରାତି ୩ଟା ୪୪ ମିନିଟରୁ ୪ ଟା ୩୦ ମିନିଟ୍‌ ଭିତରେ ମହାଦୀପ ଉଠିବ। ଏଥର ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story