ଜଗତସିଂହପୁର: ନିର୍ମାଣାଧୀନ ସୁନାମି ବନ୍ଧ ନିମ୍ନମାନର ଅଭିଯୋଗ

ଜଗତସିଂହପୁର: ବନ୍ୟା, ବାତ୍ୟା ଓ ସୁନାମି ଆଦି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ସରକାର ଜଗତସିଂହପୁର ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ବନ୍ଧରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛନ୍ତି ସୁନାମି ବନ୍ଧ। ତେବେ ବନ୍ଧର ନିର୍ମାଣ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ସମୁଦ୍ର ଜୁଆରକୁ ପ୍ରତିରୋଧ କରିବା ପାଇଁ ୪୮କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ଏହି ବନ୍ଧ। ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଏହି ବନ୍ଧ ନିର୍ମାଣ କାର୍ଯ୍ୟ ଦୁଇଜଣ […]

vlcsnap-2015-08-25-07h55m43s918

vlcsnap-2015-08-25-07h55m43s918

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 03:42 AM IST

Sports

Latest News

ଜଗତସିଂହପୁର: ବନ୍ୟା, ବାତ୍ୟା ଓ ସୁନାମି ଆଦି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ସରକାର ଜଗତସିଂହପୁର ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ବନ୍ଧରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛନ୍ତି ସୁନାମି ବନ୍ଧ। ତେବେ ବନ୍ଧର ନିର୍ମାଣ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ସମୁଦ୍ର ଜୁଆରକୁ ପ୍ରତିରୋଧ କରିବା ପାଇଁ ୪୮କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ଏହି ବନ୍ଧ। ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଏହି ବନ୍ଧ ନିର୍ମାଣ କାର୍ଯ୍ୟ ଦୁଇଜଣ ଠିକାଦାରଙ୍କୁ ପ୍ରଦାନ କରାଯାଇଛି। ସମ୍ପୃକ୍ତ ଠିକାଦାର ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଛି। ଜଙ୍ଗଲ ଜମିରୁ ବେଆଇନ ଭାବରେ ବାଲି ଓ ମାଟି ଉଠାଯାଇ ବନ୍ଧରେ ପକାଯିବା ସହ ନିମ୍ନମାନର ପଥର ପକାଯାଉଥିବା ଅଭିଯୋଗ ହେଉଛି। ଏ ନେଇ ଜଗତସିଂହପୁର ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, କାମର ତଦାରଖ କରାଯାଉଛି। ଆଗାମୀ ଜୁଲାଇ ଶେଷ ସୁଦ୍ଧା ବନ୍ନିଧ ର୍ମାଣ ଶେଷ ହେବ ବୋଲି ସେ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story