ବଦଳିଲେ ଜଗତସିଂହପୁର ଏସପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଜଗତସିଂହପୁର ଜିଲ୍ଲା ପୁଲିସ ଏସପି ୨୦୦୮ ବ୍ୟାଚର ଆଇପିଏସ୍ ଆର.ପ୍ରକାଶଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଥିବାବେଳେ ସେହି ପଦରେ ଥିବା ୨୦୦୬ ବ୍ୟାଚ ଆଇପିଏସ ସୁଧା ସିଂହଙ୍କୁ ଜଗତସିଂହପୁର ଜିଲ୍ଲା ଏସପି ଭାବେ ବଦଳି କରାଯାଇଛି। ଶ୍ରୀମତୀ ସିଂହ ପୂର୍ବରୁ ଜଗତସିଂହପୁର ଜିଲ୍ଲା ଏସପି ଭାବେ ପ୍ରାୟ ଦୁଇ ବର୍ଷ ଧରି କାର୍ଯ୍ୟ କରି […]

jagatsinghpur.jpg111

jagatsinghpur.jpg111

Manoranjan Sial
  • Published: Saturday, 16 February 2019
  • Updated: 16 February 2019, 08:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଜଗତସିଂହପୁର ଜିଲ୍ଲା ପୁଲିସ ଏସପି ୨୦୦୮ ବ୍ୟାଚର ଆଇପିଏସ୍ ଆର.ପ୍ରକାଶଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଥିବାବେଳେ ସେହି ପଦରେ ଥିବା ୨୦୦୬ ବ୍ୟାଚ ଆଇପିଏସ ସୁଧା ସିଂହଙ୍କୁ ଜଗତସିଂହପୁର ଜିଲ୍ଲା ଏସପି ଭାବେ ବଦଳି କରାଯାଇଛି।

ଶ୍ରୀମତୀ ସିଂହ ପୂର୍ବରୁ ଜଗତସିଂହପୁର ଜିଲ୍ଲା ଏସପି ଭାବେ ପ୍ରାୟ ଦୁଇ ବର୍ଷ ଧରି କାର୍ଯ୍ୟ କରି ସେ ୨୦୧୬ ଜୁଲାଇରେ ଭିଜିଲାନ୍ସ ଏସପି ଭାବେ ବଦଳି ହୋଇଥିଲେ। ପ୍ରକାଶଙ୍କୁ ୨୦୧୮ ଏପ୍ରିଲ ମାସରେ ଜଗତସିଂହପୁର ଜିଲ୍ଲା ଏସପି ଭାବେ ନିଯୁକ୍ତି ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story