ଜଗତସିଂହପୁରରେ ଜୟକିଶାନ ମହାସମାବେଶ

ଜଗତସିଂହପୁର: ଜଗତସିଂହପୁରରେ ନବ ନିର୍ମାଣ କୃଷକ ସଙ୍ଗଠନର ଜୟକିଶାନ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବ ନିର୍ମାଣ କୃଷକ ସଙ୍ଗଠନର ସଦସ୍ୟ ଓ ଅଞ୍ଚଳର ଶତାଧିକ ଚାଷୀ ଯୋଗଦେଇ ଶୋଭାଯାତ୍ରାରେ ଗାନ୍ଧି ଛକରୁ ବାହାରି ଜିଲ୍ଲାପାଳଙ୍କ ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲେ। ପରେ ସେଠାରେ ଏକ ସମାବେଶ ହୋଇଥିଲା। ଏହି ସମାବେଶରେ ବରିଷ୍ଠ ସମ୍ୱାଦିକ ରବି ଦାସ, ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ, ନବ ନିର୍ମାଣ କୃଷକ ସଙ୍ଗଠନ ସମ୍ପାଦକ ଅକ୍ଷୟ କୁମାର ଯୋଗଦେଇ […]

jagatsinghpur

Rakesh Mallick
  • Published: Wednesday, 23 November 2016
  • , Updated: 23 November 2016, 04:43 PM IST

ଜଗତସିଂହପୁର: ଜଗତସିଂହପୁରରେ ନବ ନିର୍ମାଣ କୃଷକ ସଙ୍ଗଠନର ଜୟକିଶାନ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବ ନିର୍ମାଣ କୃଷକ ସଙ୍ଗଠନର ସଦସ୍ୟ ଓ ଅଞ୍ଚଳର ଶତାଧିକ ଚାଷୀ ଯୋଗଦେଇ ଶୋଭାଯାତ୍ରାରେ ଗାନ୍ଧି ଛକରୁ ବାହାରି ଜିଲ୍ଲାପାଳଙ୍କ ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲେ। ପରେ ସେଠାରେ ଏକ ସମାବେଶ ହୋଇଥିଲା।

ଏହି ସମାବେଶରେ ବରିଷ୍ଠ ସମ୍ୱାଦିକ ରବି ଦାସ, ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ, ନବ ନିର୍ମାଣ କୃଷକ ସଙ୍ଗଠନ ସମ୍ପାଦକ ଅକ୍ଷୟ କୁମାର ଯୋଗଦେଇ ଚାଷୀଙ୍କୁ ପ୍ରାଇସ୍‌, ପେନ୍‌ସନ୍‌ ଓ ପ୍ରେଷ୍ଟିଜ୍‌ ଦେବାକୁ ଦାବି କରିଥିଲେ।

Related story