ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର

ଯାଜପୁର/ମୟୂରଭଞ୍ଜ: ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିରେ ସୁଧାର ଆସିଛି।  ବୈତରଣୀ ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ବନ୍ୟା ଦ୍ୱାରା ପ୍ରଭାବିତ ଦଶରଥପୁର, କୋରେଇ ଓ ଯାଜପୁର ବ୍ଲକରୁ ପାଣି ଛାଡି ଯାଇଛି। ତେବେ ଏହି ଅଞ୍ଚଳରେ ୩୬ ହଜାର ହେକ୍ଟରରୁ ଅଧିକ ଜମି ଜଳଗମ୍ନ ରହିଛି। ସେହିପରି ବିଞ୍ଝ।ରପୁର ବ୍ଲକରେ ୭ରୁ ୮ ହଜାର ହେକ୍ଟର ଜମିରେ ଏବେବି ବନ୍ୟାଜଳ ଜମି ରହିଛି। ସେହିଭଳି ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତି […]

jajpur-maurbhja

jajpur-maurbhja

Rakesh Mallick
  • Published: Saturday, 01 August 2015
  • Updated: 01 August 2015, 03:24 AM IST

ଯାଜପୁର/ମୟୂରଭଞ୍ଜ: ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିରେ ସୁଧାର ଆସିଛି।  ବୈତରଣୀ ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ବନ୍ୟା ଦ୍ୱାରା ପ୍ରଭାବିତ ଦଶରଥପୁର, କୋରେଇ ଓ ଯାଜପୁର ବ୍ଲକରୁ ପାଣି ଛାଡି ଯାଇଛି। ତେବେ ଏହି ଅଞ୍ଚଳରେ ୩୬ ହଜାର ହେକ୍ଟରରୁ ଅଧିକ ଜମି ଜଳଗମ୍ନ ରହିଛି। ସେହିପରି ବିଞ୍ଝ।ରପୁର ବ୍ଲକରେ ୭ରୁ ୮ ହଜାର ହେକ୍ଟର ଜମିରେ ଏବେବି ବନ୍ୟାଜଳ ଜମି ରହିଛି। ସେହିଭଳି ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେଉଛି। ବୁଢାବଳଙ୍ଗରେ ଜଳସ୍ତର ହ୍ରାସ ପାଇଛି। ଫଳରେ ବରାପଦା ସହରିତଳି ଅଞ୍ଚଳରୁ ଜଳ ସଂପୂର୍ଣ୍ଣ ଭାବେ ନିଷ୍କାସିତ ହୋଇଛି। ରାସ୍ତା ଉପରେ ଆଶ୍ରୟ ନେଇଥିବା ଲୋକେ ନିଜ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story