ଚାନ୍ଦା ଆଦାୟକୁ କେନ୍ଦ୍ରକରି ତୁମୁଳ କାଣ୍ଡ; ୬ ଆହତ

ଯାଜପୁର: ଯାଜପୁର ରୋଡ୍‌ ଥାନା ରାଛିପୁର ଗାଁରେ ଚାନ୍ଦା ଆଦାୟକୁ ନେଇ ଆଜି ସକାଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଫଳରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଁରେ ଏବେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ହିଙ୍ଗୁଳା ପୂଜା ପାଇଁ ଚାନ୍ଦା ଆଦାୟକୁ […]

jajpur gandagola

jajpur gandagola

Rakesh Mallick
  • Published: Wednesday, 12 April 2017
  • Updated: 12 April 2017, 11:35 AM IST

Sports

Latest News

ଯାଜପୁର: ଯାଜପୁର ରୋଡ୍‌ ଥାନା ରାଛିପୁର ଗାଁରେ ଚାନ୍ଦା ଆଦାୟକୁ ନେଇ ଆଜି ସକାଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଫଳରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଁରେ ଏବେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ହିଙ୍ଗୁଳା ପୂଜା ପାଇଁ ଚାନ୍ଦା ଆଦାୟକୁ ନେଇ ଗତକାଲି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ଆଜି ସକାଳେ ଏହା ଉଗ୍ରରୂପ ଧାରଣ କରିଥିଲା।  ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ୬ ଜଣ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story