ଭୁଶୁଡ଼ି ପଡ଼ିଲା ଯାଜପୁର ଉପକାରାଗାର ପାଚେରି

ଯାଜପୁର (ଗୁଲାମ ଗସ୍): ଯାଜପୁର ଉପକାରାଗାରର ପାଚେରି ଭୁଶୁଡ଼ି ପଡ଼ିଛି। ଲଗାଣ ବର୍ଷା ଯୋଗୁ ଉପକାରାଗାର ବାହାର ପାଚେରି ଗତକାଲି ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଛି। ଦୁର୍ଘଟଣାରୁ କଏଦୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। କେହି କଏଦୀ ଆହତ ହୋଇ ନ ଥିବା ଜଣାପଡ଼ିଛି। ଭୁଶୁଡ଼ି ପଡ଼ିଥିବା ପାଚେରିଟି ବହୁ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି।  

pachary

Tapaswini Nayak
  • Published: Saturday, 01 September 2018
  • , Updated: 01 September 2018, 08:08 AM IST

ଯାଜପୁର (ଗୁଲାମ ଗସ୍): ଯାଜପୁର ଉପକାରାଗାରର ପାଚେରି ଭୁଶୁଡ଼ି ପଡ଼ିଛି।

ଲଗାଣ ବର୍ଷା ଯୋଗୁ ଉପକାରାଗାର ବାହାର ପାଚେରି ଗତକାଲି ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଛି।

ଦୁର୍ଘଟଣାରୁ କଏଦୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। କେହି କଏଦୀ ଆହତ ହୋଇ ନ ଥିବା ଜଣାପଡ଼ିଛି।

ଭୁଶୁଡ଼ି ପଡ଼ିଥିବା ପାଚେରିଟି ବହୁ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି।

 

Related story